Latest Odisha News

BREAKING NEWS

Browsing Tag

Bijay Shankar Das

ବିଜୟ ଶଙ୍କରଙ୍କ ସପକ୍ଷରେ ବାହାରିଲେ ବିଜେଡି ନେତ୍ରୀ, କହିଲେ ‘ଠିକ୍ ବାଟରେ ହେଉଛି ତଦନ୍ତ’

ଜଗତସିଂହପୁର: ପୁରୁଣା ବାନ୍ଧବୀଙ୍କୁ ନେଇ ବିବାଦରେ ତିର୍ତ୍ତୋଲ ବିଧାୟକ ବିଜୟ ଶଙ୍କର ଦାସ । ବିଜୟଙ୍କ ବିରୋଧରେ ପୋଲିସ କାହିଁକି ପଦକ୍ଷେପ ନେଉ ନାହିଁ ବୋଲି ବିରୋଧୀ ଦଳ ପ୍ରଶ୍ନ କରୁଥିବା ବେଳେ ବିଧାୟକଙ୍କ ସପକ୍ଷରେ ବାହାରିଛି ବିଜେଡି । ତିର୍ତ୍ତୋଲ ମହିଳା ବିଜେଡି ପକ୍ଷରୁ ରଘୁନାଥପୁର…

ନ୍ୟାୟ ପାଇଁ ବିରୋଧୀ ଦଳ ନେତାଙ୍କୁ ଭେଟିଲେ ସୋମାଲିକା

ଭୁବନେଶ୍ୱର: ଏତଲା ରଖିବାକୁ ୯ ମାସ ବିତିଲା । ହାଇକୋର୍ଟଙ୍କ ହସ୍ତକ୍ଷେପ ପରେ ୨୧ ଦିନ ତଳେ ପୋଲିସ ଏତଲା କରିଛି । ଶାସକ ଦଳରେ ସମସ୍ତେ ସ୍ୱଚ୍ଛ ହୋଇଥିବାରୁ କାର୍ଯ୍ୟାନୁଷ୍ଠାନ ନିଆଯାଉନି । ବିରୋଧୀ ଦଳ ନେତା ଜୟନାରାୟଣ ମିଶ୍ରଙ୍କୁ ଭେଟିବା ପରେ ଏଭଳି ପ୍ରତିକ୍ରିୟା ରଖିଛନ୍ତି ତିର୍ତ୍ତୋଲ…

କୋର୍ଟରେ ରେକର୍ଡ ହେଲା ସୋମାଲିକାଙ୍କ ବୟାନ, କହିଲେ ‘ନ୍ୟାୟ ନ ମିଳିଲେ ରାସ୍ତାକୁ ଓହ୍ଲାଇବି’

ଜଗତସିଂହପୁର: ଥାନା ପରେ କୋର୍ଟରେ ରେକର୍ଡ ହେଲା ସୋମାଲିକାଙ୍କ ବୟାନ । ତିର୍ତ୍ତୋଲ ବିଧାୟକ ବିଜୟ ଶଙ୍କର ଦାସଙ୍କ ବିରୋଧରେ ସୋମାଲିକା ଏତଲା ଦେଇଥିଲେ । ସୋମାଲିକାଙ୍କ ଏତଲା ଅନୁସାରେ ପୂର୍ବରୁ ପୋଲିସ ବୟାନ ରେକର୍ଡ କରିଥିବା ବେଳେ ଆଜି କୋର୍ଟରେ ବୟାନ ରେକର୍ଡ କରାଯାଇଛି । ଜଗତସିଂହପୁର…

ସାନି ଏତଲା ପରେ ବିଜୟଙ୍କୁ ନେଇ ତିର୍ତ୍ତୋଲ ଗରମ, ପୋଲିସ କାହିଁକି ଚୁପ୍ ?

ଜଗତସିଂହପୁର: ତିର୍ତ୍ତୋଲ ବିଧାୟକ ବିଜୟ ଶଙ୍କର ଦାସଙ୍କ ଲାଗି ଅଡ଼ୁଆ ବଢ଼ିବାରେ ଲାଗିଛି । ପ୍ରେମିକା ସୋମାଲିକାଙ୍କ ସାନି ଏତଲା ପରେ ବିଜୟ ଶଙ୍କରଙ୍କ ବିରୋଧରେ ରାଜନୈତିକ ପ୍ରତିବାଦ ଶାଣିତ ହେବାରେ ଲାଗିଛି । ମଙ୍ଗଳବାର କଂଗ୍ରେସ ବିଧାୟକ ବିଜୟ ଶଙ୍କରଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଦାବି…

ବିଜୟ ଶଙ୍କରଙ୍କ ବିରୋଧରେ ଏତଲା, ସୋମାଲିକାଙ୍କ ବୟାନର ଭିଡିଓ ଗ୍ରାଫି କଲା ପୋଲିସ

ଜଗତସିଂହପୁର: ସାନି ଏତଲା ପରେ ଆକ୍ସନ ମୋଡରେ ପୋଲିସ । ତିର୍ତ୍ତୋଲ ବିଜେଡି ବିଧାୟକ ବିଜୟ ଶଙ୍କର ଦାସଙ୍କ ବିରୋଧରେ ସୋମାଲିକା ଦାଶଙ୍କ ସାନି ଏତଲା ପରେ ପୋଲିସ ତଦନ୍ତ ଆରମ୍ଭ କରିଛି । ଆଜି ଦୀର୍ଘ ୬ ଘଣ୍ଟା ଧରି ପୋଲିସ ଅଭିଯୋଗ ଆଣିଥିବା ସୋମାଲିକାଙ୍କୁ ପଚରାଉଚରା କରିବା ସହ ବୟାନର ଭିଡିଓ…