Latest Odisha News

BREAKING NEWS

Browsing Tag

bill gates

କୋଭିସିଲ୍ଡ ପାର୍ଶ୍ୱ ପ୍ରତିକ୍ରିୟାଜନିତ ମୃତ୍ୟୁ; ବିଲ ଗେଟ୍ସ ଏବଂ ସେରମ ଇନଷ୍ଟିଚ୍ୟୁଟକୁ ବମ୍ବେ ହାଇକୋର୍ଟଙ୍କ…

ଭୁବନେଶ୍ୱର: କୋଭିସିଲ୍ଡ ଟୀକା ନେଇ ଜଣେ ଯୁବତୀଙ୍କ ମୃତ୍ୟୁ ପାଇଁ ବମ୍ବେ ହାଇକୋର୍ଟ ବିଲ ଗେଟ୍ସ ଏବଂ ସେରମ ଇନଷ୍ଟିଚ୍ୟୁଟ ଅଫ ଇଣ୍ଡିଆକୁ ନୋଟିସ ଜାରି କରିଛନ୍ତି । ଔରଙ୍ଗାବାଦର ଦିଲ୍ଲୀପ ଲୁନାଓ୍ୱତ ବମ୍ବେ ହାଇକୋର୍ଟରେ ଏକ ପିଟିସନ ଦାଖଲ କରିଛନ୍ତି । ପିଟିସନରେ ସେ ଉଲ୍ଲେଖ କରିଛନ୍ତି…

ବିଲ୍ ଗେଟ୍ସଙ୍କୁ କରୋନା

ଓଡ଼ିଶା ସମ୍ବାଦ ବ୍ୟୁରୋ: ମାଇକ୍ରୋସଫ୍ଟର ସହ-ପ୍ରତିଷ୍ଠାତା ତଥା ବିଶ୍ୱର ସବୁଠୁ ଧନୀ ବ୍ୟକ୍ତି ବିଲ୍ ଗେଟ୍ସଙ୍କୁ କରୋନା । ସେ କରୋନା ସଂକ୍ରମିତ ହୋଇଥିବା ନିଜେ ଟ୍ୱିଟ୍ କରି ସୂଚନା ଦେଇଛନ୍ତି । ସେ ଲେଖିଛନ୍ତି, କୋଭିଟ୍ ଟେଷ୍ଟ ରିପୋର୍ଟ ପଜିଟିଭ୍ ବାହାରିଛି । ତାଙ୍କ ପାଖରେ କରୋନାର…

ଆଜି ମାଇକ୍ରୋସଫ୍ଟର ସହ-ପ୍ରତିଷ୍ଠାତା ବିଲ୍ ଗେଟ୍ସଙ୍କୁ ଭେଟିବେ ମୋଦୀ

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ମଙ୍ଗଳବାର ଦିନ ସ୍କଟଲ୍ୟାଣ୍ଡର ଗ୍ଲାସ୍ଗୋରେ ୟୁକ୍ରେନ, ନେପାଳ, ଇସ୍ରାଏଲ, ସ୍ୱିଜରଲ୍ୟାଣ୍ଡ, ଫିନଲ୍ୟାଣ୍ଡ, ମଲାୱି ନେତାଙ୍କ ସହ ଦ୍ୱିପାକ୍ଷିକ ବୈଠକ କରିବେ। ରିପୋର୍ଟ ଅନୁଯାୟୀ ସେ ମାଇକ୍ରୋସଫ୍ଟର ସହ-ପ୍ରତିଷ୍ଠାତା ବିଲ୍ ଗେଟ୍ସଙ୍କୁ ମଧ୍ୟ…

୨୭ ବର୍ଷ ପରେ ଅଲଗା ହେଲେ ବିଲ୍ ଗେଟ୍ସ ଓ ମେଲିଣ୍ଡା

ନୂଆଦିଲ୍ଲୀ: ମାଇକ୍ରୋସଫ୍ଟର ପ୍ରତିଷ୍ଠାତା ବିଲ୍ ଗେଟ୍ସ ଓ ତାଙ୍କ ପତ୍ନୀ ମେଲିଣ୍ଡା ବିବାହ ବିଚ୍ଛେଦ ପାଇଁ ନିଷ୍ପତ୍ତି ନେଇଛନ୍ତି । ବିବାହର ୨୭ ବର୍ଷ ପରେ ଛାଡ଼ପତ୍ର ଦେଇଛନ୍ତି ଉଭୟ । ଏନେଇ ବିଲ୍ ଗେଟ୍ସ ଟ୍ୱିଟ୍ କରି ସୂଚନା ଦେଇଛନ୍ତି । ବିଲ୍ ଗେଟ୍ସ ଲେଖିଛନ୍ତି, ଅନେକ ଆଲୋଚନା ଓ…

ମହାମାରୀକୁ ନେଇ ବିଲ୍‌ ଗେଟ୍‌ସଙ୍କ କଡା ଚେତାବନୀ; ଆଗାମୀ ଦିନରେ କରୋନା ଉଗ୍ର ରୂପ ଧାରଣ କରିପାରେ

ୱାଶିଂଟନ୍: ପରବର୍ତ୍ତୀ ଚାରିରୁ ଛଅ ମାସ କରୋନା ମହାମାରୀ ଆହୁରି ଉଗ୍ର ରୂପ ନେଇପାରେ ବୋଲି ମାଇକ୍ରୋସଫ୍ଟର ସହ-ପ୍ରତିଷ୍ଠାତା ବିଲ୍ ଗେଟ୍ସ ଚେତାବନୀ ଦେଇଛନ୍ତି। ତାଙ୍କ ସଂଗଠନ (ବିଲ୍ ଆଣ୍ଡ ମେଲିଣ୍ଡା ଗେଟ୍ସ ଫାଉଣ୍ଡେସନ୍) କରୋନା ଟିକା ବିକାଶ ଏବଂ ଯୋଗାଣ ପ୍ରୟାସରେ ସହଯୋଗ କରୁଛି। ନିକଟ…

୬୫ ବର୍ଷ ବୟସରେ ପର୍ଦାପଣ କଲେ ବିଲ୍‌ ଗେଟସ୍‌; ୩୦ ମିଲିୟନ୍‌ ଡଲାର ଦେଇ ବହି କିଣିଥିବା ବିଲିୟନେୟାର୍‌ ହେଉଛନ୍ତି ବିଲ୍…

ନୂଆଦିଲ୍ଲୀ: ବିଲ୍ ଗେଟ୍ସଙ୍କ ଏକ ସୁପରିଚିତ ନାମ। ଅକ୍ଟୋବର ୨୮, ୧୯୫୫ରେ ୱାଶିଂଟନରେ ଜନ୍ମଗ୍ରହଣ କରିଥିବା ବିଲ୍ ଗେଟ୍‌ସ ୧୯୭୫ରେ ପଲ୍ ଆଲେନ୍‌ଙ୍କ ସହ ସଫ୍ଟୱେର୍ କମ୍ପାନୀ ମାଇକ୍ରୋସଫ୍ଟ ପ୍ରତିଷ୍ଠା କରିଥିଲେ। ଦେଖୁ ଦେଖୁ ଏହା ଦୁନିଆର ସବୁଠୁ ବଡ ସଫ୍ଟୱେର୍ କମ୍ପାନୀରେ ପରିଣତ ହୋଇଗଲା।…

ଓବାମା, ବିଲ ଗେଟ୍ସଙ୍କ ସମେତ ବହୁ ହାଇପ୍ରୋଫାଇଲ୍ ଟ୍ୱିଟର ଆକାଉଣ୍ଟ ହ୍ୟାକ୍

ହ୍ୟାକରଙ୍କ ଟାର୍ଗେଟରେ ସୋସିଆଲ ମିଡିଆ ପ୍ଲାଟଫର୍ମ ଟ୍ୱିଟର । ଆମେରିକାର ବହୁ ହାଇପ୍ରୋଫାଇଲ ଟ୍ୱିଟର ଆକାଉଣ୍ଟ ହ୍ୟାକ ହୋଇଛି । ପୂର୍ବତନ ରାଷ୍ଟ୍ରପତି ବାରାକ ଓବାମା, ଜୋ ବିଡେନ୍, ଟେସଲା ସିଇଓ ଏଲନ ମସ୍କ, ମାଇକ୍ରୋସଫ୍ଟ ପ୍ରତିଷ୍ଠାତା ବିଲ ଗେଟ୍ସ, ଆମାଜନ ସିଇଓ ଜେଫ୍ ବୋଜେସଙ୍କ ସମେତ ଆପଲର…

ବିଲ ଗେଟ୍ସ ନିର୍ଦ୍ଦେଶକ ବୋର୍ଡରୁ ଇସ୍ତଫା ଦେଇଛନ୍ତି, ବର୍ତ୍ତମାନ କଣ କରିବେ ଜାଣନ୍ତୁ

ନୂଆଦିଲ୍ଲୀ: ଦୁନିଆର ଅନ୍ୟତମ ଧନୀ ବ୍ୟକ୍ତିତ୍ୱ ତଥା ବୈଷୟିକ ବ୍ୟବସାୟର କିମ୍ବଦନ୍ତୀ ବିଲ୍ ଗେଟ୍ସ ଏକ ବଡ଼ ଘୋଷଣା କରିଛନ୍ତି। ଟେକ୍ କମ୍ପାନୀ ମାଇକ୍ରୋସଫ୍ଟ ଘୋଷଣା କରିଛି ଯେ ସହ-ପ୍ରତିଷ୍ଠାତା ବିଲ୍ ଗେଟ୍ସ କମ୍ପାନୀର ନିର୍ଦ୍ଦେଶକ ବୋର୍ଡରୁ ଇସ୍ତଫା ଦେଇଛନ୍ତି। କମ୍ପାନୀ କହିଛି ଯେ ବିଲ୍…