Latest Odisha News
Browsing Tag

Bill

ବିଧାନସଭାରେ ୩ଟି ଗୁରୁତ୍ୱପୂର୍ଣ୍ଣ ବିଲ୍ ପ୍ରତ୍ୟାହାର କଲେ ଓଡ଼ିଶା ସରକାର, ଜାଣନ୍ତୁ କାହିଁକି

ଭୁବନେଶ୍ବର : ରାଜ୍ୟ ସରକାର ଶୁକ୍ରବାର ୩ଟି ଗୁରୁତ୍ୱପୂର୍ଣ୍ଣ ବିଲ୍ ପ୍ରତ୍ୟାହାର କରିଛନ୍ତି । ଓଡ଼ିଶା ଆପାର୍ଟମେଣ୍ଟ (ମାଲିକାନା ଓ ପରିଚାଳନା) ବିଲ୍ ୨୦୨୩ ସମେତ ଓଡ଼ିଶା ପଛୁଆ ବର୍ଗ ଆୟୋଗ (ସଂଶୋଧନ) ବିଲ୍ ୨୦୨୩ ଏବଂ ଓଡ଼ିଶା ନିୟୋଜିତ କ୍ଷତିପୂରଣ ଅଧିକାର (ସଂଶୋଧନ) ବିଲ୍ ୨୦୨୩କୁ ମଧ୍ୟ…

ଫାଇଲ୍ ଧରି ବୁଲୁଛନ୍ତି ଅଙ୍ଗନୱାଡ଼ି ଦିଦି, ବିଲ୍ ହେଉନଥିବା ଅଭିଯୋଗ

କାମାକ୍ଷାନଗର: ଡେପୁଟେସନରେ ପଠାଇଲେ… କାମ ବି କରାଇଲେ… ହେଲେ ବିଲ୍ ବେଳକୁ କେହି ଧରା ଛୁଆଁ ଦେଉନାହାନ୍ତି । ସିଡିପିଓଙ୍କୁ ଅଭିଯୋଗ ସତ୍ତ୍ୱେ ବିଲ୍ ହେଉନି । ଏମିତି ଅଭିଯୋଗ ଆଣିଛନ୍ତି ଢେଙ୍କନାଳ ଜିଲ୍ଲା ପରଜଙ୍ଗ ବ୍ଲକ ଗେଙ୍ଗୁଟିଆ ଅଙ୍ଗନୱାଡି ସେକ୍ଟରରେ ଥିବା ୧୯ ଜଣ ଅଙ୍ଗନୱାଡି କର୍ମୀ ।…

ଅପରାଧୀ ଚିହ୍ନଟ ପ୍ରକ୍ରିୟା ଏବଂ ଦିଲ୍ଲୀ ମହାନଗର ନିଗମ ଆକ୍ଟ କୁ ଅନୁମୋଦନ କଲେ ରାଷ୍ଟ୍ରପତି

ନୂଆଦିଲ୍ଲୀ: ରାଷ୍ଟ୍ରପତି ରାମନାଥ କୋବିନ୍ଦ ମଙ୍ଗଳବାର ଚଳିତ ବଜେଟ୍ ଅଧିବେଶନରେ ପାରିତ ହୋଇଥିବା ଦୁଇଟି ବିଲ୍ କୁ ଅନୁମୋଦନ କରି ଆଇନରେ ପ୍ରଣୀତ କରିଛନ୍ତି । କ୍ରିମିନାଲ ପ୍ରୋସିଜର(ଆଇଡେଣ୍ଟିଫିକେସନ) ଆକ୍ଟ-୨୦୨୨ ଏବଂ ଦିଲ୍ଲୀ ମହାନଗର ନିଗମ ଆକ୍ଟ-୨୦୨୨କୁ ରାଷ୍ଟ୍ରପତି ଅନୁମୋଦନ କରିଛନ୍ତି ।…

ହଟ୍ଟଗୋଳ ଭିତରେ ୩ କୃଷି ଆଇନ ପ୍ରତ୍ୟାହାର ବିଲ୍ ଲୋକସଭାରେ ପାରିତ

ଦିଲ୍ଲୀ :ଲୋକସଭାରେ ପାରିତ ହେଲା ୩ କୃଷି ଆଇନ ପ୍ରତ୍ୟାହାର ବିଲ୍। ବିରୋଧୀଙ୍କ ପ୍ରବଳ ହଟ୍ଟଗୋଳ ମଧ୍ୟରେ ଏହି ଉଚ୍ଚେଦ ବିଲକୁ ପାରିତ କରାଯାଇଛି। ବାଚନିକା ଭୋଟରେ ବିଲ୍ ପାରିତ ନେଇ ବିଚସ୍ପତି ଓମ୍ ବିର୍ଲା ଘୋଷଣା କରିଛନ୍ତି। ଏହା ସହ ଗୃହକୁ ମଧ୍ୟାହ୍ନ ୨ ଟା ଯାଏଁ ସ୍ଥଗିତ ରଖାଯାଥିଲା ।…