Latest Odisha News

BREAKING NEWS

Browsing Tag

Bird Census

ଚିଲିକାକୁ ଏବର୍ଷ ଆସିଛନ୍ତି ରେକର୍ଡ ୧୧ଲକ୍ଷ ୪୨ ହଜାର ପକ୍ଷୀ

ଚିଲିକା: ନୂଆ ରେକର୍ଡ କରିଛି ଚିଲିକା । ଏବର୍ଷ ଚିଲିକାକୁ ଆସିଛନ୍ତି ରେକର୍ଡ ସଂଖ୍ୟକ ପକ୍ଷୀ । ଗତବର୍ଷ ଅପେକ୍ଷା ସଂଖ୍ୟା ବଢ଼ିଛି । ଗଣନା ପରେ ଏହି ତଥ୍ୟ ସାମନାକୁ ଆସିଛି । ଏବର୍ଷ ଚିଲିକାକୁ ଆସିଛନ୍ତି ୧୯୦ ପ୍ରଜାତିର ୧୧ଲକ୍ଷ ୪୨ହଜାର ପକ୍ଷୀ । ଗତବର୍ଷ ଅପେକ୍ଷା ୧ ଲକ୍ଷ ୩୨ ହଜାରରୁ…

ଚିଲିକାରେ ବାର୍ଷିକ ପକ୍ଷୀ ଗଣନା ଜାରି

ବାଲୁଗାଁ: ଚିଲିକାରେ ଚଳିତ ବର୍ଷ ପକ୍ଷୀ ଗଣନା ମଙ୍ଗଳବାର ଦିନଠାରୁ ଆରମ୍ଭ ହୋଇଛି । ଚିଲିକା ଅନ୍ତର୍ଗତ ଟାଙ୍ଗି, ବାଲୁଗାଁ, ରମ୍ଭା, ସାତପଡା ଏବଂ ନୂଆପଡ଼ା ପାଞ୍ଚଟି ରେଞ୍ଜରେ ଆରମ୍ଭ ହୋଇଛି। ୧୧୧ରୁ ଅଧିକ ବନ ଅଧିକାରୀ, ବିଶେଷଜ୍ଞ, ସ୍ବେଚ୍ଛାସେବୀ ଏବଂ ପରିବେଶବିତ ଆଦିଙ୍କୁ ନେଇ ୨୧ଟି…

ଜାନୁଆରୀରୁ ହୀରାକୁଦରେ ପକ୍ଷୀ ଗଣନା

ସମ୍ବଲପୁର: ୨୦୨୧ ମସିହା ଜାନୁଆରୀ ପ୍ରଥମ ସପ୍ତାହରେ ହୀରାକୁଦ ଡ୍ୟାମ ଅଞ୍ଚଳରେ ଆରମ୍ଭ ହେବ ବାର୍ଷିକ ଗଣନା କାର୍ଯ୍ୟ । ଏ ନେଇ ସୂଚନା ଦେଇ ହୀରାକୁଦ ବନଖଣ୍ଡ ଅଧିକାରୀ କହିଛନ୍ତି ଯେ, ଏଥି ପାଇଁ ୪ ଟି ଟିମ୍ ଗଠନ କରାଯିବ । ପକ୍ଷୀମାନଙ୍କ ସୁରକ୍ଷା ପାଇଁ ୩୦ ଜଣ କର୍ମଚାରୀଙ୍କୁ ଦାୟିତ୍ୱ…

ଚିଲିକାରେ ଚଳିତ ବର୍ଷ ବଢିଛି ପକ୍ଷୀ ସଂଖ୍ୟା

ବାଲୁଗାଁ: ଚିଲିକାରେ ଚଳିତ ବର୍ଷ ପକ୍ଷୀ ଗଣନାନୁଯାୟୀ ପ୍ରାୟ ଦେଢ଼ ଲକ୍ଷ ଅଧିକ ବିଦେଶାଗତ ପକ୍ଷୀଙ୍କ ଆଗମନ ହୋଇଛି । ପକ୍ଷୀ ଗଣନା ରିପୋର୍ଟ ଅନୁଯାୟୀ ଗତବର୍ଷ ଏହି ସଂଖ୍ୟା ୧୦ ଲକ୍ଷ ୪୭ ହଜାର ୯୬୮ ଥିବା ବେଳେ ଚଳିତ ବର୍ଷ ୧୧ ଲକ୍ଷ ୫ ହଜାର ୪୦କୁ ବୃଦ୍ଧି ପାଇଛି। ଚିଲିକାରେ ପାଖାପାଖି ୧୮୪…

ଚିଲିକା ହ୍ରଦରେ ଜାରି ରହିଛି ପକ୍ଷୀ ଗଣନା

ବାଲୁଗାଁ: ଚିଲିକାରେ ଚଳିତ ବର୍ଷ ପକ୍ଷୀ ଗଣନା ରବିବାର ଦିନଠାରୁ ଆରମ୍ଭ ହୋଇଛି । ପ୍ରାପ୍ତ ସୂଚନାନୁଯାୟୀ, ବାଲୁଗାଁ ବନଖଣ୍ଡ ଅଞ୍ଚଳର ୫ଟି ରେଞ୍ଜରେ ଏହି ଗଣନା ହେଉଛି । ଏଥିସହିତ ଏହି ପକ୍ଷୀ ଗଣନାରେ ୨୧ଟି ଟିମ୍ ସାମିଲ ହୋଇଥିଲା ବେଳେ ଶୁକ୍ରବାର ଦିନ ୱାଇଲ୍ଡ୍ ଲାଇଫ୍ ଚିଲିକାର ୫ଟି…

ଆଜିଠୁ ଆରମ୍ଭ ହେଲା ଓଡିଶାରେ ପକ୍ଷୀ ଗଣନା କାର୍ଯ୍ୟକ୍ରମ

ଭୁବନେଶ୍ୱର: ସାରା ରାଜ୍ୟରେ ବିଭିନ୍ନ ବନଖଣ୍ଡରେ ଶୁକ୍ରବାର ଦିନ ପକ୍ଷୀ ଗଣନା ଆରମ୍ଭ ହୋଇଛି। ରାଜ୍ୟ ବନବିଭାଗ ପକ୍ଷରୁ ୨୫ ଜଣିଆ ଟିମ୍ ସାତକୋଶିଆ, ମହାନଦୀ ସମେତ ଅନ୍ୟ ବନଖଣ୍ଡରେ ପକ୍ଷୀ ଗଣନା କାର୍ଯ୍ୟକ୍ରମରେ ନିୟୋଜିତ ହୋଇଛନ୍ତି । ସାତକୋଶିଆର ମହାନଦୀ ରିଭର ସିଷ୍ଟମ ସହ ଶିଶୁ ପଥର…

ଆସନ୍ତାକାଲିଠୁ ଭିତରକନିକାରେ ପକ୍ଷୀ ଗଣନା ଆରମ୍ଭ

ଭୁବନେଶ୍ୱର: କେନ୍ଦ୍ରାପଡାସ୍ଥିତ ଭିତରକନିକା ଜାତୀୟ ଉଦ୍ୟାନରେ ଆସନ୍ତାକାଲିଠୁ ବାର୍ଷିକ ପକ୍ଷୀ ଗଣନା ଆରମ୍ଭ ହେବ । ରାଜନଗରର ଡିଭିଜନାଲ୍ ଫରେଷ୍ଟ ଅଫିସର (ଡିଏଫଓ) ଏବଂ ବନ୍ୟପ୍ରାଣୀ ଡିଭିଜନର ବିମଳ ପ୍ରସନ୍ନ ଆଚାର୍ଯ୍ୟଙ୍କ ନେତତ୍ୱରେ ୨ଟି ଟିମ୍ ସହ ୫ ଜଣ ଫରେଷ୍ଟ କର୍ମଚାରୀ ପକ୍ଷୀ ଗଣନା…