Latest Odisha News

BREAKING NEWS

Browsing Tag

bjp infight

ବିଜେପିକୁ ବିଶୃଙ୍ଖଳିତ ଦଳର ଆଖ୍ୟା !

ଭୁବନେଶ୍ୱର: କର୍ଣ୍ଣାଟକରେ ଗୋଷ୍ଠୀକନ୍ଦଳ ମଧ୍ୟରେ ନିଜର ସ୍ଥିତି ସଜାଡ଼ିବାକୁ ଉଦ୍ୟମ କରୁଥିବା ବିଜେପିକୁ ମୁଖ୍ୟମନ୍ତ୍ରୀ ସିଦ୍ଦରମେୟା ଟାର୍ଗେଟ କରିଛନ୍ତି। ବିଜେପିକୁ ସବୁଠୁ ବିଶୃଙ୍ଖଳିତ ଦଳ ବୋଲି କହିବା ସହ ଜୋରଦାର ସମାଲୋଚନା କରିଛନ୍ତି। ଲୋକଙ୍କ ସମ୍ମୁଖରେ ନିଜ ନିଜ ମଧ୍ୟରେ ଲଢେଇ ଓ…

କର୍ଣ୍ଣାଟକରେ ହାରିବା ପରେ.. ବିଜେପି ଲଢୁଛି ବିଜେପି ସହ, ବୋମ୍ମାଇ ସାଜିଛନ୍ତି ଦେଖଣାହାରୀ !

ଭୁବନେଶ୍ୱର: କର୍ଣ୍ଣାଟକରେ ହାରିବା ପରେ ବିଜେପି ନେତାଙ୍କ ମଧ୍ୟରେ ଲଢ଼େଇ ତୀଵ୍ର ହେବାରେ ଲାଗିଛି। ଦଳର ପ୍ରମୁଖ ନେତାମାନେ ଏହି ବଡ଼ ପରାଜୟ ପାଇଁ ପରସ୍ପରକୁ ଦୋଷ ଦେଉଥିବାବେଳେ ଏବେ କିନ୍ତୁ ଖୋଲାଖୋଲି ଲଢ଼େଇକୁ ଓଲ୍ହାଇଥିବା ଦେଖିବାକୁ ମିଳିଛି। ଦଳର ବରିଷ୍ଠ ନେତାମାନେ ମୋଦିଙ୍କ ୯ ବର୍ଷ…

କଂଗ୍ରେସଠୁ ହାରିଲେ, ଏବେ ନିଜ ଭିତରେ ଲଢୁଛି ବିଜେପି !

ଭୁବନେଶ୍ୱର: କର୍ଣ୍ଣାଟକରେ ପରାଜୟ ପରେ ବିଭିନ୍ନ ପ୍ରସଙ୍ଗକୁ ନେଇ ରାଜ୍ୟ ବିଜେପି ନେତାଙ୍କ ମଧ୍ୟରେ ଲଢେ଼ଇ ତୀଵ୍ର ହେବାରେ ଲାଗିଛି। ଏତେ ବଡ଼ ପରାଜୟ ପାଇଁ କର୍ଣ୍ଣାଟକରେ ବିଜେପି ନେତାମାନେ ପରସ୍ପରକୁ ଦୋଷ ଦେବା ଆରମ୍ଭ କରିଛନ୍ତି। ବିଜେପି ଜାତୀୟ ସାଧାରଣ ସମ୍ପାଦକ ସି ଟି ରବି…

‘ୟୁପି ରାଜନୀତି’, ବିଜେପି ସହ ଲଢୁଛି ବିଜେପି !

ଭୁବନେଶ୍ୱର: ଉତ୍ତରପ୍ରଦେଶରେ ବିଜେପିର ଟ୍ରିପଲ ଇଞ୍ଜିନ ସରକାର ଚାଲିଛି। ସଂସଦଠୁ ଆରମ୍ଭ କରି ବିଧାନସଭା ଓ ତୃଣମୂଳ ସ୍ତରର ନିର୍ବାଚନରେ ବିଜେପି ଅତି ଭଲ ପ୍ରଦର୍ଶନ କରିଛି। ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥଙ୍କ ଅପରାଧୀ ଦମନ ମଡେଲକୁ ନେଇ ମଧ୍ୟ ଦେଶବ୍ୟାପୀ ଚର୍ଚ୍ଚା ହେଉଛି।…

ଚୌହାନଙ୍କୁ ଚେତାବନୀ, ଘର ସଜାଡ ନ ହେଲେ କର୍ଣ୍ଣାଟକ ଦଶା ଭୋଗିବ

ଭୁବନେଶ୍ୱର: ମଧ୍ୟପ୍ରଦେଶରେ ହେବାକୁ ଥିବା ବିଧାନସଭା ନିର୍ବାଚନ ପାଇଁ ବିଜେପିର ଚିନ୍ତା ବଢିଛି। ଦଳର କାର୍ଯ୍ୟକର୍ତା ବୈଠକରେ ଏହାର ପ୍ରତିଫଳନ ଦେଖିବାକୁ ମିଳିଥିବା କୁହାଯାଉଛି। ଦଳର ବରିଷ୍ଠ ନେତାମାନେ ବୈଠକରେ ମଧ୍ୟପ୍ରଦେଶ ବିଜେପି ଭିତରେ ଚାଲିଥିବା ଅନ୍ତଃକନ୍ଦଳକୁ ନେଇ ଚିନ୍ତା ପ୍ରକଟ…