Latest Odisha News

BREAKING NEWS

Browsing Tag

BJP Mla

ଉପନିର୍ବାଚନରେ ରେଡ୍ ରାଜନୀତି, ବିଜେପି ବିଧାୟିକାଙ୍କ ନାଁରେ ମାମଲା

ବରଗଡ଼: ଉପନିର୍ବାଚନ ପ୍ରଚାରକୁ ନେଇ କମ୍ପୁଥିବା ପଦ୍ମପୁର ରାଜନୀତିରେ ଚଢ଼ାଉ ନୂଆ ଟ୍ୱିଷ୍ଟ ଆଣିଛି । ସୋମବାର ସକାଳେ ଆୟକର ଓ ସନ୍ଧ୍ୟାରେ ଜିଏସଟି ରେଡକୁ ନେଇ ରାଜନୈତିକ ବାକଯୁଦ୍ଧ ପରେ ଆରମ୍ଭ ହୋଇଛି ଏତଲା । ଜିଏସଟି ଅଧିକାରୀଙ୍କ ଚଢ଼ାଉ ବେଳେ ବାଧା ଦେବା ଏବଂ ଦୁର୍ବ୍ୟବହାର ଅଭିଯୋଗରେ…

ଡବ୍ଲ୍ୟୁଓଡିସି ବିଧାୟକ ପାଣ୍ଠି ୫କୋଟି ହେଉ

ଭୁବନେଶ୍ୱର : ପଶ୍ଚିମ ଓଡ଼ିଶା ବିକାଶ ପରିଷଦ (ଡବ୍ଲ୍ୟୁଓଡିସି) ରେ ଥିବା ୩୭ଟି ବିଧାନସଭା ନିର୍ବାଚନ ମଣ୍ଡଳୀର ବିକାଶ ପାଇଁ ନିର୍ଦ୍ଧାରିତ ଖର୍ଚ୍ଚ ସୀମାରାଶିକୁ ବୃଦ୍ଧି କରାଯାଉ। ଏଥିପାଇଁ ବିଜେପି ବିଧାୟକମାନେ ମୁଖ୍ୟମନ୍ତ୍ରୀଙ୍କୁ ଚିଠି ଲେଖିଛନ୍ତି । ଚିଠିରେ ଉଲ୍ଲେଖ ଯେ, ଡବ୍ଲ୍ୟୁଓଡିସି…

ବିଧାନସଭା ଚାମ୍ବରରେ ବାଚସ୍ପତିଙ୍କୁ ଘେରିଲେ ବିଜେପି ଓ କଂଗ୍ରେସ ସଦସ୍ୟ

ଭୁବନେଶ୍ୱର: ବାଚସ୍ପତିଙ୍କୁ ଘେରାଉ କଲେ ବିଜେପି ଓ କଂଗ୍ରେସ ବିଧାୟକ । ବିଧାନସଭାରେ ଥିବା ଚାମ୍ବର ଭିତରେ ତାଙ୍କୁ ଘେରାଉ କରିଛନ୍ତି । ଖଣି ଦୁର୍ନୀତି ପ୍ରସଙ୍ଗରେ ଗୃହରେ ଆଲୋଚନା ପାଇଁ ସହମତି ପ୍ରକାଶ ନକରିବା ଯାଏ ଘେରାଉ କରିବେ ବୋଲି କହିଛନ୍ତି ବିରୋଧୀ । କଂଗ୍ରେସ ବିଧାୟକ ସନ୍ତୋଷ…

ଉନ୍ନାଓ ଦୁଷ୍କର୍ମ: ବିଜେପି ବିଧାୟକଙ୍କ ବିରୋଧରେ ହତ୍ୟା ମାମଲା ରୁଜୁ କଲା ସିବିଆଇ

ନୂଆଦିଲ୍ଲୀ: ଉନ୍ନାଓ ଦୁଷ୍କର୍ମ ପିଡିତାଙ୍କ ଗାଡି ଦୁର୍ଘଟଣାଗସ୍ତ ହେବା ଘଟଣାରେ ସିବିଆଇ ବୁଧବାର ଦିନ ବିଜେପି ନେତା କୁଳଦୀପ ସିଂହ ସେନଗର୍ଙ୍କ ସମେତ ୧୦ଜଣଙ୍କ ବିରୋଧରେ ହତ୍ୟା ମାମଲା ରୁଜୁ କରିଛି । ଏହି ଦୁର୍ଘଟଣାରେ ସେମାନଙ୍କ ସମ୍ପୃକ୍ତି ଥିବା ନେଇ ଚର୍ଚ୍ଚା ହେଉଛି । ଉଲ୍ଲେଖଯୋଗ୍ୟ,…