Latest Odisha News

BREAKING NEWS

Browsing Tag

boat

ନଦୀ କୂଳରେ ଫସି ରହିଲେ୧ ହଜାରରୁ ଅଧିକ ଲୋକ

ଢେଙ୍କାନାଳ : ବ୍ରାହ୍ମଣୀ ନଦୀରେ ଅଟକିଲା ବେଆଇନ ଯାତ୍ରୀବାହି ଡଙ୍ଗା । ନଦୀ କୂଳରେ ଫସି ରହିଲେ୧ ହଜାରରୁ ଅଧିକ ଲୋକ । ଏଭଳି ଘଟଣା ଦେଖିବାକୁ ମିଳିଛି ଢେଙ୍କାନାଳ ଜିଲ୍ଲା ନାଧେରା ଗାଁ ସ୍ଥିତ ବ୍ରାହ୍ମଣୀ ନଦୀ କୂଳରେ  । ମାଆ ରାମଚଣ୍ଡୀଙ୍କ ମକର ଯାତ୍ରାକୁ ଯାଇ ଫସି ରହିଥିଲେ ହଜାର ହଜାର…

ସମୁଦ୍ର ମଧ୍ୟରେ ଧକ୍କା ହେଲା ଦୁଇ ଡଙ୍ଗା, ଅଳ୍ପକେ ବର୍ତ୍ତିଲେ ମତ୍ସ୍ୟଜୀବୀ

ବ୍ରହ୍ମପୁର: ଗଞ୍ଜାମର ଗୋପାଳପୁର ଠାରେ ସମୁଦ୍ର ମଧ୍ୟରେ କୌଣସି କାରଣବଶତଃ ଦୁଇଟି ଡଙ୍ଗା ମୁହାଁମୁହିଁ ଧକ୍କା ହୋଇଛି । ଯାହାଫଳରେ ଉଭୟ ଡଙ୍ଗାରେ ଥିବା ପ୍ରାୟ ୧୮ ଜଣ ମତ୍ସଜୀବୀ ଅଳ୍ପକେ ବର୍ତ୍ତି ଯାଇଥିବା ବେଳେ ୪ ଜଣ ଆହତ ହୋଇଛନ୍ତି । ମିଳିଥିବା ସୂଚନାନୁଯାୟୀ ଆଜି ଭୋର ସମୟରେ ଏକ ଡଙ୍ଗା…

ଗୋଦାବରୀ ନଦୀରେ ବୁଡ଼ିଲା ଯାତ୍ରୀବାହି ଡଙ୍ଗା, ୧୧ ମୃତ

ଦେବିପଟନମ୍: ଆନ୍ଧ୍ରପ୍ରଦେଶର ଦେବିପଟନମ୍ ନିକଟରେ ଗୋଦାବରୀ ନଦୀରେ ରବିବାର ଦିନ ଏକ ଯାତ୍ରୀବାହି ଡଙ୍ଗା(ଟ୍ୟୁରିଷ୍ଟ ବୋଟ୍) ବୁଡି ଯାଇଛି । ପ୍ରାପ୍ତ ସୂଚନା ଅନୁଯାୟୀ ଉକ୍ତ ଟ୍ୟୁରିଷ୍ଟ ବୋଟରେ ଥିବା ୬୧ ଜଣ ପର୍ଯ୍ୟଟକଙ୍କ ମଧ୍ୟରୁ ୧୧ ଜଣ ପ୍ରାଣ ହରାଇଥିବା ଜଣାପଡିଛି । ଗଣମାଧ୍ୟମରେ…