ସୋନୁ ସୁଦଙ୍କ ସହାୟତା ଉପରେ ଉଠିଲା ପ୍ରଶ୍ନ!
ନୂଆଦିଲ୍ଲୀ: ବଲିଉଡ୍ ଅଭିନେତା ସୋନୁ ସୁଦ୍ କରୋନା ମହାମାରୀ କାଳରେ ଅସହାୟଙ୍କୁ ସହାୟତା କରିବାରେ ଲାଗି ପଡିଛନ୍ତି । ଅନେକ ତାଙ୍କର ଏଭଳି କାର୍ଯ୍ୟକୁ ପ୍ରଶଂସା କରୁଥିବା ବେଳେ ଆଉ କେତେକ ତାଙ୍କ କାର୍ଯ୍ୟ ଉପରେ ପ୍ରଶ୍ନ ଉଠାଇଛନ୍ତି ।
ଆଉ କେହି କେହି ତାଙ୍କ ସାହାଯ୍ୟକୁ ପିଆର୍ ଷ୍ଟଣ୍ଟ…