Latest Odisha News

BREAKING NEWS

Browsing Tag

Bollywood

ସରିଲା ‘କମାଣ୍ଡୋ’ ଫେମ୍‌ ବିଦ୍ୟୁତ ଜାମୱାଲଙ୍କ ନିର୍ବନ୍ଧ; ଖୁବ୍‌ ଶୀଘ୍ର ବିବାହ!

ମୁମ୍ବାଇ: ଅଭିନେତା ତଥା 'କମାଣ୍ଡୋ' ଫେମ୍‌ ବିଦ୍ୟୁତ ଜାମୱାଲ ଏବଂ ଫ୍ୟାଶନ ଡିଜାଇନର୍ ନନ୍ଦିତା ମହତାନୀଙ୍କ ଗୁପ୍ତ ଭାବେ ନିର୍ବନ୍ଧ କରିଥିବା ଖବର ସାମ୍‌ନାକୁ ଆସିଛି। ଖୁବ୍‌ ଶୀଘ୍ର ବିବାହ କରିବେ ବୋଲି ମଧ୍ୟ ଆଲୋଚନା ହେଉଛି। ଏକାଠି ଉଭୟଙ୍କ ଫଟୋ ସାମ୍ନାକୁ ଆସିଛି ଯେଉଁଥିରେ ସେମାନେ…

ରିଷି କପୁରଙ୍କ ଶେଷ ଚଳଚ୍ଚିତ୍ର ‘ଶର୍ମାଜୀ ନମକିନ୍‌’ର ପ୍ରଥମ ଲୁକ୍ ରିଲିଜ

ନୂଆଦିଲ୍ଲୀ: ବଲିଉଡର ସ୍ୱର୍ଗତ ଅଭିନେତା ରିଷି କପୁରଙ୍କ ୬୯ ତମ ଜନ୍ମ ବାର୍ଷିକୀରେ ନିର୍ମାତାମାନେ ତାଙ୍କର ଶେଷ ଚଳଚ୍ଚିତ୍ର 'ଶର୍ମାଜୀ ନମକିନ୍'ର ପ୍ରଥମ ଲୁକ୍‌ ଜାରି କରିଛନ୍ତି। ଏହି ପୋଷ୍ଟ ଛାଡି ପ୍ରଶଂସକମାନଙ୍କୁ ଏକ ବିଶେଷ ଉପହାର ଦେଇଛନ୍ତି। 'ଶର୍ମାଜୀ ନମକିନ୍'ର ପ୍ରଥମ ଲୁକ୍…

୧.୪୨ ଲକ୍ଷରେ ନିଲାମ ହେଲା ସଲ୍‌ମାନଙ୍କ ଟାୱେଲ

ମୁମ୍ବାଇ: ନିଜ ପ୍ରିୟ କଳାକାରଙ୍କ ଜିନିଷ ବ୍ୟବହାର କରିବା ଲାଗି ପ୍ରାୟ ସବୁ ପ୍ରଶଂସକ ଇଚ୍ଛା ପ୍ରକାଶ କରିଥାନ୍ତି। ସେଥିପାଇଁ ସେମାନେ ଯେକୌଣସି ମୂଲ୍ୟ ଦେବାକୁ ମଧ୍ୟ ପ୍ରସ୍ତୁତ ଥାଆନ୍ତି। ବର୍ତ୍ତମାନ ଏହାର ପ୍ରମାଣ ମଧ୍ୟ ମିଳିସାରିଛି। ସଲମାନ ଖାନଙ୍କ ଲୋକପ୍ରିୟ 'ଜିନେ କେ ହୈ ଚାର୍…

ଫର୍‌ହା ଖାନ୍‌ କରୋନା ଆକ୍ରାନ୍ତ

ମୁମ୍ବାଇ: ଚଳଚ୍ଚିତ୍ର ନିର୍ମାତା ତଥା କୋରିଓଗ୍ରାଫର ଫର୍‌ହା ଖାନ କରୋନା ସଂକ୍ରମିତ ହୋଇଛନ୍ତି। ବୁଧବାର ସେ ଏହି ଖବର ନିଜ ପ୍ରଶଂସକମାନଙ୍କୁ ଜଣାଇଛନ୍ତି। ସେ ଖୁବ୍‌ ଶୀଘ୍ର ଆରୋଗ୍ୟ ଲାଭ କରିବା ମଧ୍ୟ ଆଶା ବ୍ୟକ୍ତ କରିଛନ୍ତି। ସେ ଉଭୟ ଡୋଜ ଟିକା ମଧ୍ୟ ଗ୍ରହଣ କରିଛନ୍ତି। "ମୈ ହୁନ୍…

ଆଇସିୟୁରେ ଭର୍ତ୍ତି ହେଲେ ଅଭିନେତ୍ରୀ ସାଏରା ବାନୋ

ମୁମ୍ବାଇ: ହସ୍ପିଟାଲ୍‌ରେ ଭର୍ତ୍ତି ହେଲେ ଅଭିନେତ୍ରୀ ସାଏରା ବାନୋ। ତିନି ଦିନ ପୂର୍ବରୁ ରକ୍ତଚାପ ସମ୍ବନ୍ଧୀୟ ପ୍ରସଙ୍ଗରେ ଡାକ୍ତରଖାନାରେ ଭର୍ତ୍ତି ହୋଇଥିବା ସାଏରା ବାନୁଙ୍କୁ ମୁମ୍ବାଇର ହିନ୍ଦୁଜା ହସ୍ପିଟାଲର ଆଇସିୟୁକୁ ସ୍ଥାନାନ୍ତର କରାଯାଇଛି। ସାଏରା ବାନୋ ବର୍ତ୍ତମାନ ମୁମ୍ବାଇର…

‘ଶେରଶାହା’ ଆମାଜନ ପ୍ରାଇମ ଭିଡିଓରେ ସର୍ବାଧିକ ଦେଖାଯାଇଥିବା ଭାରତୀୟ ଚଳଚ୍ଚିତ୍ର

ନୂଆଦିଲ୍ଲୀ: ସିଦ୍ଧାର୍ଥ ମଲହୋତ୍ରା ଏବଂ କିଆରା ଆଡଭାନୀଙ୍କ ଅଭିନୀତ ତଥା କରଣ ଜୋହରଙ୍କ ଧର୍ମ ପ୍ରଡକ୍ସନ୍ସ ଦ୍ୱାରା ପ୍ରଯୋଜିତ ୱାର୍‌ ଡ୍ରାମା ମୁଭି 'ଶେର୍‌ଶାହା' ଭାରତର ଆମାଜନ ପ୍ରାଇମ ଭିଡିଓରେ ସର୍ବାଧିକ ଦେଖାଯାଇଥିବା ଚଳଚ୍ଚିତ୍ର ବୋଲି କମ୍ପାନୀ ଏକ ବିବୃତ୍ତିରେ କହିଛି। କ୍ୟାପ୍ଟେନ…

ହଲିଉଡ୍‌ ଫିଲ୍ମ ନିର୍ମାଣ କରିବେ ଦୀପିକା!

ମୁମ୍ବାଇ: ପୁଣି ହଲିଉଡ୍‌ ଫେରିବେ ବଲିଉଡ୍‌ ଅଭିନେତ୍ରୀ ଦୀପିକା ପାଦୁକୋନ୍। ସେ ତାଙ୍କ ଆଗାମୀ ରୋମାଣ୍ଟିକ୍ କମେଡିରେ ଅଭିନୟ ପାଇଁ ପ୍ରସ୍ତୁତ ହେଉଛନ୍ତି। ‌ଦୀପିକା ଏଥିରେ ଅଭିନୟ କରିବା ସହ ସହ ନିର୍ମାତା ମଧ୍ୟ ହୋଇଛନ୍ତି। ଏଥିପାଇଁ ସେ ଏସ୍‌ଟିଏକ୍ସ ଫିଲ୍ମସ୍‌ ଏବଂ ଟେମ୍ପଲ ହିଲ୍‌ ସହିତ…

ଅତ୍‌ଲୀଙ୍କ ଫିଲ୍ମରେ ନାୟକ ହେବେ ଶାହାରୁଖ୍‌!

ମୁମ୍ବାଇ: ଶାହରୁଖ ଖାନ ପ୍ରଶଂସକଙ୍କ ପାଇଁ ଏକ ଖୁସି ଖବର। କାରଣ ଖୁବ୍ ଶୀଘ୍ର ବଡ଼ ପରଦାରେ ନଜର ଆସିବେ କିଙ୍ଗ୍‌ ଖାନ। ନିର୍ଦ୍ଦେଶକ ଅତଲୀଙ୍କ ପରବର୍ତ୍ତୀ ଚଳଚ୍ଚିତ୍ର ପାଇଁ ସୁଟିଂ ଆରମ୍ଭ କରିପାରନ୍ତି ଶାହାରୁଖ୍‌। ଖବର ଅନୁଯାୟୀ, ଅଭିନେତା ସେପ୍ଟେମ୍ବରରେ ପୁଣେରେ ୧୦ ଦିନିଆ ଫିଲ୍ମର…

ଜନ୍ମାଷ୍ଟମୀ ଉପଲକ୍ଷେ ପ୍ରଶଂସକଙ୍କୁ ପ୍ରଭାସଙ୍କ ଏହି ବିଶେଷ ଉପହାର

ନୂଆଦିଲ୍ଲୀ: ସିନେ ଦର୍ଶକଙ୍କ ଲାଗି ଖୁବ୍‌ ଶୀଘ୍ର ଏକ ସୁନ୍ଦର ଚଳଚ୍ଚିତ୍ର ନେଇ ଆସୁଛନ୍ତି ସୁପରଷ୍ଟାର ପ୍ରଭାସ। ଜନ୍ମାଷ୍ଟମୀ ଉପଲକ୍ଷେ ସେ ତାଙ୍କ ଆଗାମୀ ବହୁ ପ୍ରତୀକ୍ଷିତ ଚଳଚ୍ଚିତ୍ର 'ରାଧେ ଶ୍ୟାମ'ର ନୂଆ ପୋଷ୍ଟର ସେୟାର କରିଛନ୍ତି। ଯାହାକୁ ନେଇ ସିନେ ପ୍ରେମୀଙ୍କ ମଧ୍ୟରେ ଉତ୍କଣ୍ଠା…

ଏବେ ବି ଭଡା ଘରେ ରହୁଛନ୍ତି ଅନୁପମ!

ନୂଆଦିଲ୍ଲୀ: ବଲିଉଡ୍‌ର ପ୍ରଖ୍ୟାତ ଅଭିନେତା ଅନୁପମ ଖେର୍‌ ନିଜର ନିଖୁଣ ଅଭିନୟ ବଳରେ ଦର୍ଶକଙ୍କ ହୃଦୟରେ ରାଜ୍‌ କରିଆସିଛନ୍ତି। ତେବେ ଆପଣ ଜାଣନ୍ତି କି ଫିଲ୍ମରେ ବଡ଼ ବଡ଼ ଘରର ମାଲିକ ଥିବା ଅନୁପମ୍‌ଙ୍କ ପାଖରେ ତାଙ୍କ ନିଜସ୍ବ ଘର ମଧ୍ୟ ନାହିଁ। ସେ ମୁମ୍ବାଇର ଏକ ଭଡା ଘରେ ରୁହନ୍ତି।…