ଏକତାଙ୍କ ମୁଭିରେ କାର୍ତ୍ତିକ୍ଙ୍କ ରାଜ୍
ମୁମ୍ବାଇ: ଏକତା କପୁରଙ୍କ ଆଗାମୀ ଫିଲ୍ମ ଫ୍ରେଡିରେ ମୁଖ୍ୟ ଭୂମିକାରେ ଅବତୀର୍ଣ୍ଣ ହେବେ କାର୍ତ୍ତିକ୍ ଆର୍ଯ୍ୟନ। କାର୍ତ୍ତିକ୍ ତାଙ୍କ ଆଗାମୀ ଫିଲ୍ମ ପାଇଁ ପ୍ରସ୍ତୁତ ଅଛନ୍ତି। ଏକତା କପୁର ଏବଂ ଜୟ ଶେୱାକ୍ରମଣିଙ୍କ ଦ୍ୱାରା ନିର୍ମିତ ଏହି ରୋମାଣ୍ଟିକ ଥ୍ରୀଲର ମୁଭିର ନିର୍ଦ୍ଦେଶନା ଦେବେ…