କ୍ରିକେଟର କେ.ଏଲ୍ ରାହୁଲଙ୍କ ଲେଡିଲଭ୍ ଆଥିୟା!
ନୂଆଦିଲ୍ଲୀ: ଭାରତୀୟ କ୍ରିକେଟର କେ.ଏଲ୍ ରାହୁଲ ଏବଂ ବଲିଉଡ ଅଭିନେତ୍ରୀ ଆଥିୟା ଶେଟ୍ଟୀଙ୍କ ମଧ୍ୟରେ ପ୍ରେମ ସମ୍ପର୍କ ରହିଥିବା ନେଇ ଅନେକ ଦିନ ହେଲାଣି ଚର୍ଚ୍ଚା ଲାଗି ରହିଥିଲା। ଏବେ ଏହାକୁ ନେଇ ଚର୍ଚ୍ଚା ଆହୁରି ବଢିଯାଇଛି। ତେବେ ଉଭୟଙ୍କ ତରଫରୁ ସେମାନଙ୍କୁ ସମ୍ପର୍କକୁ ନେଇ କୌଣସି…