‘ବିକ୍ରମ ବେଦ’ର ହିନ୍ଦୀ ରିମେକରେ ଏକାଠି ଆସିବେ ହ୍ରିତିକ ଓ ସୈଫ
ମୁମ୍ବାଇ: ବଲିଉଡ୍ ଅଭିନେତା ହ୍ରିତିକ ରୋଶନ ଏବଂ ସୈଫ ଅଲି ଖାନ ସୁପରହିଟ ତାମିଲ ଚଳଚ୍ଚିତ୍ର ବିକ୍ରମ ବେଦର ହିନ୍ଦୀ ରିମେକରେ ଅଭିନୟ କରିବେ। ଏହି ଚଳଚ୍ଚିତ୍ରର ନିର୍ଦ୍ଦେଶନା ଦେବେ ପୁଷ୍କର-ଗାୟତ୍ରୀ।
ମୂଳ ଚଳଚ୍ଚିତ୍ରର ମୁଖ୍ୟ ଭୂମିକାରେ ଆର ମାଧବନ୍ ଏବଂ ବିଜୟ ସେଥୁପାଠୀ ମୁଖ୍ୟ…