Latest Odisha News

BREAKING NEWS

Browsing Tag

Bollywood

ହସ୍ପିଟାଲରେ ଭର୍ତ୍ତି ହେଲେ ଅଭିନେତା ନାସିରୁଦ୍ଦିନ ଶାହା

ମୁମ୍ବାଇ: ବଲିଉଡ୍‌ ଭେଟେରାନ ଅଭିନେତା ନାସିରୁଦ୍ଦିନ ଶାହା ନିମୋନିଆ କାରଣରୁ ମୁମ୍ବାଇରେ ଡାକ୍ତରଖାନାରେ ଭର୍ତ୍ତି ହୋଇଛନ୍ତି। ଦୁଇ ଦିନ ଧରି ତାଙ୍କ ଚିକିତ୍ସା ଚାଲିଛି ଏବଂ ତାଙ୍କର ସ୍ୱାସ୍ଥ୍ୟାବସ୍ଥା ଏବେ ସ୍ଥିର ରହିଥିବା ଜଣାପଡ଼ିଛି। ନାସିରୁଦ୍ଦିନ ଶାହାଙ୍କର ବର୍ତ୍ତମାନ ନିମୋନିଆ…

ଅଭିନେତ୍ରୀ ମନ୍ଦିରା ବେଦୀଙ୍କ ସ୍ୱାମୀ ତଥା ନିର୍ଦ୍ଦେଶକ ରାଜ କୌଶଲଙ୍କ ପରଲୋକ

ନୂଆଦିଲ୍ଲୀ: ଅଭିନେତ୍ରୀ ମନ୍ଦିରା ବେଦୀଙ୍କ ସ୍ୱାମୀ ତଥା ନିର୍ଦ୍ଦେଶକ-ନିର୍ମାତା ରାଜ କୌଶଲଙ୍କ ପରଲୋକ ହୋଇଛି। ପ୍ରାରମ୍ଭିକ ରିପୋର୍ଟ ଅନୁଯାୟୀ ହୃଦଘାତରେ ତାଙ୍କ ମୃତ୍ୟୁ ହୋଇଥିବା ସୂଚନା ମିଳିଛି। ମୃତ୍ୟୁ ବେଳକୁ ତାଙ୍କୁ ୪୯ ବର୍ଷ ହୋଇଥିଲା। ଚଳଚ୍ଚିତ୍ର ନିର୍ମାତା ଓନିର…

ଫିଲ୍ମ ‘ସଞ୍ଜୁରେ’ ସୁନିଲ୍‌ ଦତ୍ତଙ୍କ ଭୂମିକା ପାଇଁ ପ୍ରଥମ ପସନ୍ଦ ଥିଲେ ଅମୀର!

ନୂଆଦିଲ୍ଲୀ: ଫିଲ୍ମ ସଞ୍ଜୁରେ ସୁନିଲ୍‌ ଦତ୍ତଙ୍କ ଚରିତ୍ର ପାଇଁ ଅମୀର ଖାନଙ୍କୁ ଅଫର୍‌ ମିଳିଥିଲା। କିନ୍ତୁ ସେ ଏଥିପାଇଁ ମନା କରିଦେଇଥିଥିଲେ। ସୁନିଲ୍‌ ଦତ୍ତଙ୍କ ଭୂମିକାରେ ଅଭିନୟ କରିବାକୁ ମନା କରିଦେଇଥିଲେ ଅମୀର। ଏ ନେଇ ୨୦୧୮ରେ ଏକ ସାକ୍ଷାତକାରରେ କହିଥିଲେ ଅମୀର ଖାନ। ଜୁନ୍ ୨୯,…

ଶାହାରୁଖ୍‌ ଫିଲ୍ମରେ ବଲିଉଡ୍‌ରେ ଡେବ୍ୟୁ କରିବେ ଅଭିନେତ୍ରୀ ନୟନତାରା!

ନୂଆଦିଲ୍ଲୀ: ଦକ୍ଷିଣ ଭାରତୀୟ ଚଳଚ୍ଚିତ୍ର ଜଗତର ଲୋକପ୍ରିୟ ଅଭିନେତ୍ରୀ ନୟନତାରା ଖୁବ୍‌ ଶୀଘ୍ର ବଲିଉଡ୍‌ରେ ଡେବ୍ୟୁ କରିବେ ବୋଲି ଚର୍ଚ୍ଚା ହେଉଛି। ସୂଚନା ଅନୁଯାୟୀ ସେ ପୁଣି ବଲିଉଡ୍‌ ଅଭିନେତା ଶାହାରୁଖ୍‌ଙ୍କ ବିପକ୍ଷରେ ପ୍ରମୁଖ ଭୂମିକାରେ ନଜର ଆସିବେ। ରିପୋର୍ଟ ଅନୁଯାୟୀ ନିର୍ଦ୍ଦେଶକ…

ବଲିଉଡ୍‌ରେ ୨୯ ବର୍ଷ ପୂରଣ କଲେ ଶାହାରୁଖ

ନୂଆଦିଲ୍ଲୀ: ଟ୍ବିଟର୍‌ରେ ଟ୍ରେଣ୍ଡ୍‌ କରୁଛନ୍ତି କିଙ୍ଗ୍‌ ଖାନ। କାରଣ ବଲିଉଡ୍‌ରେ ଶାହାରୁଖ ୨୯ ବର୍ଷ ପୂରଣ କରିଛନ୍ତି। ବଲିଉଡ ସୁପରଷ୍ଟାର ଶାହରୁଖ ଖାନ ଭାରତୀୟ ସିନେମାରେ ଦୁଇ ଦଶନ୍ଧି ବେଶ୍‌ ସଫଳତା ହାସଲ କରିଛନ୍ତି। ଏବେ ବି ଦର୍ଶକଙ୍କ ହୃଦୟରେ ରାଜ୍‌ କରୁଛନ୍ତି ଶାହାରୁଖ୍‌। ଏ ନେଇ…

ତେଲୁଗୁ ସୁପର୍‌ହିଟ୍‌ ‘ନନ୍ଦୀ’ର ହିନ୍ଦୀ ରିମେକ୍‌ ପାଇଁ ଅଜୟଙ୍କ ସ୍ୱତନ୍ତ୍ର ପ୍ରସ୍ତୁତି

ମୁମ୍ବାଇ: ତାନାଜୀ ପରେ ବଲିଉଡ୍‌ ଅଭିତେନା ଅଜୟ ଦେବଗନ୍ ଆଉ ଏକ ଫିଲ୍ମକୁ ନେଇ ଘୋଷଣା କରିଛନ୍ତି।ତେଲୁଗୁ ଫିଲ୍ମ 'ନନ୍ଦୀ'ର ହିନ୍ଦୀ ରିମେକ୍‌ରେ ଅଭିନୟ କରିବେ ଅଜୟ। ଏଥିପାଇଁ ଅଜୟ ଦେବନ୍ ଏବଂ ଦିଲ୍ ରାଜୁ ଏକ ଦଳ ଗଠନ କରିଛନ୍ତି। ଖୁବ୍ ଶୀଘ୍ର ଫିଲ୍ମର ଟାଇଟଲ୍, କାଷ୍ଟ ଏବଂ କ୍ରୁ ବିଷୟରେ…

ଫିଲ୍ମ ‘ସତ୍ୟନାରାୟଣ କୀ କଥା ‘ରେ ଅଭିନୟ କରିବେ କାର୍ତ୍ତିକ

ନୂଆଦିଲ୍ଲୀ: ବୁଧବାର ବଲିଉଡ ଅଭିନେତା କାର୍ତ୍ତିକ ଆର୍ଯ୍ୟନ ତାଙ୍କ ନୂଆ ଫିଲ୍ମ ବିଷୟରେ ଘୋଷଣା କରିଛନ୍ତି। ସେ ତାଙ୍କ ଆଗାମୀ ହିନ୍ଦୀ ଫିଲ୍ମ 'ସତ୍ୟନାରାୟଣ କୀ କଥା 'ରେ ଅଭିନୟ ନେଇ ପ୍ରଶଂସକଙ୍କୁ ସୂଚନା ପ୍ରଦାନ କରିଛନ୍ତି। ଏହି ଚଳଚ୍ଚିତ୍ରଟି ଏକ ପ୍ରେମ କାହାଣୀ ଉପରେ ଆଧାରିତ ବୋଲି…

କାହିଁକି ଅକ୍ଷୟଙ୍କ ସହ ଏକାଠି ଅଭିନୟ କରିବାକୁ ପସନ୍ଦ କରନ୍ତିନି ଶାହାରୁଖ୍‌?

ମୁମ୍ବାଇ: ୯୦ ଦଶକରେ ବଲିଉଡ୍‌ ଜଗତର ଲୋକପ୍ରିୟ କଳାକାରଙ୍କ ମଧ୍ୟରେ ଶାହାରୁଖ୍‌ ଖାନ୍‌ ଏବଂ ଅକ୍ଷୟ କୁମାର ବେଶ୍‌ ପରିଚିତ ନାଁ ଥିଲେ। ଦୁହେଁ ଅନେକ ସୁପର୍‌ହିଟ୍‌ ଫିଲ୍ମ ଦର୍ଶକଙ୍କୁ ଭେଟି ଦେଇଛନ୍ତି। ହେଲେ କେବଳ ଗୋଟିଏ ଫିଲ୍ମକୁ ଛାଡିଦେଲେ ଏକାଠି ଅଭିନୟ କରିନାହାନ୍ତି ଉଭୟ କଳାକାର।…

ପ୍ରଥମ ଥର ପାଇଁ ପରଦାରେ ଏକାଠି ଆସିବେ ଅକ୍ଷୟ ଏବଂ ଅହାନ

ମୁମ୍ବାଇ: ଖୁବ୍‌ ଶୀଘ୍ର ଦର୍ଶକ ଅକ୍ଷୟ କୁମାର ଏବଂ ଅହାନ ଶେଟ୍ଟୀଙ୍କୁ ଏକାଠି ପରଦାରେ ଦେଖିବାର ସୁଯୋଗ ପାଇବେ। ଅହାନ ହେଉଛନ୍ତି ବଲିଉଡ୍‌ ଅଭିନେତା ସୁନିଲ ଶେଟ୍ଟୀଙ୍କ ପୁଅ। ନିର୍ମାତା-ନିର୍ଦ୍ଦେଶକ ସାଜିଦ ନାଦିଆଡୱାଲା ଏକ ନୂଆ ପ୍ରୋଜେକ୍ଟ ଆଣୁଛନ୍ତି। ଯେଉଁଥିରେ ଉଭୟ ଅକ୍ଷୟ ଏବଂ…

ଇଶାଙ୍କ ଅଭିନୟ କ୍ୟାରିୟର୍‌କୁ ପସନ୍ଦ କରୁନଥିଲେ ପିତା ଧର୍ମେନ୍ଦ୍ର

ମୁମ୍ବାଇ:ବଲିଉଡ୍‌ର ଭେଟେରାନ୍ ଆକ୍ଟର ଧର୍ମେନ୍ଦ୍ର ଜଣେ ଉଚ୍ଚକୋଟ୍ଟୀର କଳାକାର। ପତ୍ନୀ ହେମା ମାଳିନୀ ମଧ୍ୟ କଳା ଜଗତର ଏକ ଲୋକପ୍ରିୟ ନାଁ। ହେଲେ ଆପଣ ଜାଣନ୍ତି କି ଏକ ସମୟରେ ଅଭିନେତା ଧର୍ମେନ୍ଦ୍ର ନିଜ ଝିଅ ଇଶାଙ୍କ ଅଭିନୟ ଏବଂ ନୃତ୍ୟକଳାରେ କ୍ୟାରିୟର୍‌ ଆରମ୍ଭକୁ ବିରୋଧ କରୁଥିଲେ।…