ବିଦେଶୀ ଦର୍ଶକଙ୍କୁ ପ୍ରଭାବିତ କରିବାରେ ବିଫଳ ହେଲା ଫିଲ୍ମ ‘ରାଧେ’
ନୂଆଦିଲ୍ଲୀ: ଟ୍ରେଡ୍ ୱେବ୍ସାଇଟ୍ ବକ୍ସ ଅଫିସ୍ ଇଣ୍ଡିଆ ଅନୁଯାୟୀ ସଲମାନ ଖାନଙ୍କ ଆକ୍ସନ୍ ଡ୍ରାମା ଫିଲ୍ମ 'ରାଧେ' ବିଦେଶୀ ଦର୍ଶକଙ୍କୁ ପ୍ରଭାବିତ କରିବାରେ ବିଫଳ ହୋଇଛି। ଏହି ଚଳଚ୍ଚିତ୍ରଟି ଗଲ୍ଫ ଅଞ୍ଚଳରେ ୧,୬୫୦,୦୦୦ ଡଲାର, ଅଷ୍ଟ୍ରେଲିଆରେ ୩୯୦,୦୦୦ ଡଲାର, ଆମେରିକାରେ ୩୦୦,୦୦୦ ଡଲାର,…