Latest Odisha News

ଫିଲ୍ମ ‘ବେଲ୍ ବଟମ୍‌’ର ରିଲିଜ ଡେଟ୍ ଘୋଷଣା କଲେ ଅକ୍ଷୟ

ମୁମ୍ବାଇ: ଅକ୍ଷୟ କୁମାରଙ୍କ ପ୍ରଶଂସକଙ୍କ ପାଇଁ ଏକ ବଡ ଖବର। ଅପେକ୍ଷାର ହେଲା ଅନ୍ତ। ବହୁ ପ୍ରତୀକ୍ଷିତ ଚଳଚ୍ଚିତ୍ର ବେଲ୍‌ ବଟମ୍‌ର ରିଲିଜ ତାରିଖ ଘୋଷଣା କରିଛନ୍ତି ଅକ୍ଷୟ କୁମାର। ଫିଲ୍ମ ବେଲ୍ ବଟମ୍ ଜୁଲାଇ ୨୭ରେ ସାରା ବିଶ୍ୱରେ ମୁକ୍ତିଲାଭ କରିବ। ଏ ନେଇ ଅକ୍ଷୟ ସୋସିଆଲ ମିଡିଆରେ ପ୍ରକାଶ କରିଛନ୍ତି।

ବେଲ୍ ବଟମ୍ ର ଏକ ସଟ୍‌ ଟିଜର ସେୟାର କରି ଅକ୍ଷୟ ଦର୍ଶକଙ୍କୁ ଏହା ବିଷୟରେ ଅବଗତ କରାଇଛନ୍ତି। ସେ ଉଲ୍ଲେଖ କରିଛନ୍ତି ଯେ ଫିଲ୍ମ ପ୍ରେକ୍ଷାଳୟରେ ମୁକ୍ତିଲାଭ କରିବ।

Leave A Reply

Your email address will not be published.