ସୁସ୍ଥ ହେଲେ କ୍ୟାଟ୍ରିନା
ନୂଆଦିଲ୍ଲୀ: ସୁସ୍ଥ ହେଲେ ଅଭିନେତ୍ରୀ କ୍ୟାଟ୍ରିନା କୈଫ। ସେ ୧୭ ଏପ୍ରିଲରେ କରୋନା ସଂକ୍ରମିତ ହୋଇଥିଲେ।ଏହି ଅଭିନେତ୍ରୀ ଇନଷ୍ଟାଗ୍ରାମରେ ତାଙ୍କ ସ୍ୱାସ୍ଥ୍ୟ ଅପଡେଟ୍ ସେୟାର କରିଛନ୍ତି।
କ୍ୟାଟ୍ରିନା କୈଫ ଇନଷ୍ଟାଗ୍ରାମରେ ତାଙ୍କ ପ୍ରଶଂସକଙ୍କ ସହ ସେୟାର କରିଛନ୍ତି ଯେ ତାଙ୍କ କରୋନା…