Latest Odisha News

BREAKING NEWS

ଫ୍ୟାଶନ୍‌ ଡିଜାଇନର୍ ମନୀଷ ମଲ୍‌ହୋତ୍ରା କରୋନା ପଜିଟିଭ

ମୁମ୍ବାଇ: ବଲିଉଡ୍‌ ଫ୍ୟାଶନ୍‌ ଡିଜାଇନର୍ ମନୀଷ ମଲହୋତ୍ରା କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି। ଶୁକ୍ରବାର ବିଳମ୍ବିତ ରାତିରେ ସେ ସୂଚନା ଦେଇଛନ୍ତି ଯେ ତାଙ୍କ କୋଭିଡ୍‌ ରିପୋର୍ଟ ପଜିଟିଭ୍ ଆସିଛି।

ଏହାସହ ସେ ଏବେ କ୍ବାରେଣ୍ଟାଇନ୍‌ରେ ରହିଥିବା ମଧ୍ୟ କହିଛନ୍ତି। ଏହାଛଡ଼ା ସେ ଅନ୍ୟମାନଙ୍କୁ ଆବଶ୍ୟକ ସତର୍କତା ଅବଲମ୍ବନ କରିବାକୁ ମଧ୍ୟ କହିଛନ୍ତି।

Leave A Reply

Your email address will not be published.