Latest Odisha News

BREAKING NEWS

Browsing Tag

Bollywood

ଫ୍ୟାଶନ୍‌ ଡିଜାଇନର୍ ମନୀଷ ମଲ୍‌ହୋତ୍ରା କରୋନା ପଜିଟିଭ

ମୁମ୍ବାଇ: ବଲିଉଡ୍‌ ଫ୍ୟାଶନ୍‌ ଡିଜାଇନର୍ ମନୀଷ ମଲହୋତ୍ରା କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି। ଶୁକ୍ରବାର ବିଳମ୍ବିତ ରାତିରେ ସେ ସୂଚନା ଦେଇଛନ୍ତି ଯେ ତାଙ୍କ କୋଭିଡ୍‌ ରିପୋର୍ଟ ପଜିଟିଭ୍ ଆସିଛି। ଏହାସହ ସେ ଏବେ କ୍ବାରେଣ୍ଟାଇନ୍‌ରେ ରହିଥିବା ମଧ୍ୟ କହିଛନ୍ତି। ଏହାଛଡ଼ା ସେ…

ଏହି ଦିନ ଓଟିଟି ପ୍ଲାଟ୍‌ଫର୍ମରେ ରିଲିଜ କରିବ ମୁଭି ‘ସାଇନା’

ମୁମ୍ବାଇ: ମାର୍ଚ୍ଚ ୨୬ ରେ ପ୍ରେକ୍ଷାଳୟରେ ମୁକ୍ତିଲାଭ କରିଥିବା ପରିଣୀତି ଚୋପ୍ରାଙ୍କ 'ସାଇନା' ଫିଲ୍ମ ଖୁବ ଶୀଘ୍ର ଆମାଜନ ପ୍ରାଇମ ଭିଡିଓରେ ରିଲିଜ କରିବ। ଭାରତୀୟ ବ୍ୟାଡମିଣ୍ଟନ୍ ଚାମ୍ପିଅନ୍ ସାଇନା ନେହୱାଲଙ୍କ ବାୟୋପିକ୍ ଏପ୍ରିଲ୍ ୨୩ ରେ OTT ପ୍ଲାଟଫର୍ମରେ ମୁକ୍ତିଲାଭ କରିବ। ଏହି…

‘ଦୋସ୍ତାନା ୨’ରୁ ଆଉଟ୍‌ ହେଲେ କାର୍ତ୍ତିକ

ମୁମ୍ବାଇ: ୨୦୧୮ରେ କରଣ ଜୋହରଙ୍କ ଦୋସ୍ତାନା ୨ରେ ମୁଖ୍ୟ ଭୂମିକାରେ ଅଭିନୟ କରିବାକୁ ଥିବା କାର୍ତ୍ତିକ ଆର୍ଯ୍ୟନ ବର୍ତ୍ତମାନ ଫିଲ୍ମରୁ ବାହାରିଯାଇଛନ୍ତି। ତେବେ କାର୍ତ୍ତିକ ଆର୍ଯ୍ୟନଙ୍କୁ କିଏ ଏହି ଫିଲ୍ମରୁ ବାହାର କରିଛନ୍ତି ତାହା ସ୍ପଷ୍ଟ ହୋଇନାହିଁ। ତାରିଖର ଧାର୍ଯ୍ୟ ନଥିବାରୁ…

ଦ୍ୱିତୀୟ ସନ୍ତାନର ପ୍ରଥମ ଝଲକ ଦେଖାଇଲେ କରୀନା!

ମୁମ୍ବାଇ: କରୀନା କପୁର ଖାନ ତାଙ୍କ ଦ୍ବିତୀୟ ସନ୍ତାନର ପ୍ରଥମ ଝଲକ ସୋସିଆଲ ମିଡିଆରେ ସେୟାର କରିଛନ୍ତି। କରୀନା ଏକ ଆକର୍ଷଣୀୟ ଫଟୋ ପୋଷ୍ଟ କରିଛନ୍ତି ଯେଉଁଠାରେ ତୈମୁର ଅଲି ଖାନ ଏବଂ ସୈଫ ଅଲି ଖାନ ନବଜାତ ଶିଶୁଙ୍କ ସହ ଖେଳୁଥିବାର ନଜର ଆସିଛନ୍ତି। କିନ୍ତୁ କରୀନାଙ୍କ ଏହି ପୋଷ୍ଟରେ…

ତାମିଲ ଚଳଚ୍ଚିତ୍ର ‘ଆନିୟାନ’ର ହିନ୍ଦୀ ରିମେକରେ ଅଭିନୟ କରିବେ ରଣବୀର ସିଂ

ମୁମ୍ବାଇ: ରଣବୀର ସିଂ ତାମିଲ ଚଳଚ୍ଚିତ୍ର ଆନିୟାନର ହିନ୍ଦୀ ରିମେକରେ ଅଭିନୟ କରିବେ। ରଣବୀର ସିଂ ନିର୍ଦ୍ଦେଶକ ଶଙ୍କର ଶାନମୁଗମ୍ ଏବଂ ନିର୍ମାତା ଡ. ଜୟନ୍ତୀଲାଲ ଗଡଙ୍କ ସହ ଏକ ଫଟୋ ସେୟାର କରିଛନ୍ତି। ଶଙ୍କର ମୂଳ ଚଳଚ୍ଚିତ୍ର ଲେଖିଥିଲେ ଏବଂ ନିର୍ଦ୍ଦେଶନା ଦେଇଥିଲେ। ଏହି ଫିଲ୍ମର ସୁଟିଂ…

ଖୁବ୍‌ ଶୀଘ୍ର ଡିଜିଟାଲ୍‌ ପ୍ଲାଟ୍‌ଫର୍ମରେ ଡେବ୍ୟୁ କରିବେ ଅଭିନେତା ଅକ୍ଷୟ ଖାନ୍ନା

ନୂଆଦିଲ୍ଲୀ: ଅଭିନେତା ଅକ୍ଷୟ ଖାନ୍ନା ଏବଂ ଅଭିନେତ୍ରୀ ରବୀନା ଟଣ୍ଡନଙ୍କୁ ଏକାଠି ବିଜୟ ଗୁଟେଙ୍କ ଆଗାମୀ ୱେବ୍‌ ସିରିଜ 'ଲିଗାସି'ରେ ଦେଖିବାକୁ ମିଳିବ। ଏହି ଯୋଡିଙ୍କୁ ପୂର୍ବରୁ ୨୦୦୩ରେ ମୁକ୍ତିଲାଭ କରିଥିବା ଫିଲ୍ମ LOC: କାର୍ଗିଲରେ ଦେଖିବାକୁ ମିଳିଥିଲା। ଲିଗାସି ୱେବ୍‌ ସିରିଜ…

ଚଳିତ ଖ୍ରୀଷ୍ଟମାସରେ ମୁକ୍ତିଲାଭ କରିବ ଫିଲ୍ମ ‘ଲାଲ ସିଂ ଚଢା’!

ମୁମ୍ବାଇ: ଚଳିତ ବର୍ଷ ଖ୍ରୀଷ୍ଟମାସରେ 'ଲାଲ ସିଂ ଚଢା' ମୁକ୍ତିଲାଭ ପାଇଁ ପ୍ରସ୍ତୁତ ହେଉଥିବା ଆମୀର ଖାନ କହିଛନ୍ତି। ସୋସିଆଲ ମିଡିଆରେ ଆସିଥିବା ଏକ ନୂଆ ଭିଡିଓରେ ଅଭିନେତା ଅମିର ଖାନ ଏବଂ କରୀନା କପୁରଙ୍କ ଅଭିନୀତ ଆଗାମୀ ଫିଲ୍ମ 'ଲାଲ ସିଂ ଚଢା' ବିଷୟରେ କଥାବାର୍ତ୍ତା ହେଉଥିବା…

ନିଜ ବାସଭବନ ‘ଜଲ୍‌ସା’ର ନୂଆ ରାଜ୍‌ ଖୋଲିଲେ ବିଗ୍‌ ବି

ନୂଆଦିଲ୍ଲୀ: ସୁପରଷ୍ଟାର୍‌ ଅମିତାଭ ବଚ୍ଚନ ସୋସିଆଲ ମିଡିଆ ଆକାଉଣ୍ଟରେ ତାଙ୍କ ଅଭିନୀତ ହିଟ୍ ଫିଲ୍ମ 'ଚୁପକେ ଚୁପକେ'ର ଫଟୋ ସେୟାର କରିଛନ୍ତି। ଏହି ଫଟୋରେ ସେ ପତ୍ନୀ ତଥା ଅଭିନେତ୍ରୀ ଜୟା ବଚ୍ଚନଙ୍କ ସହ ନଜର ଆସିଛନ୍ତି। ଏହି ଫଟୋକୁ ସେୟାର କରି ଅମିତାଭ ବଚ୍ଚନ ଲେଖିଛନ୍ତି ଯେ ଚୁପକେ…

କେମିତି ଐଶ୍ୱର୍ଯ୍ୟାଙ୍କ ପ୍ରେମରେ ପଡ଼ିଥିଲେ ଅଭିଷେକ?

ମୁମ୍ବାଇ: ନିକଟରେ ଏକ ସାକ୍ଷାତକାରରେ ଅଭିନେତା ଅଭିଷେକ ବଚ୍ଚନ ପତ୍ନୀ ଐଶ୍ୱର୍ଯ୍ୟା ରାୟଙ୍କ ସହ ତାଙ୍କର ରୋମାଣ୍ଟିକ ସମ୍ପର୍କର ଆରମ୍ଭ ବିଷୟରେ ପ୍ରକାଶ କରିଥିଲେ। ୨୦୦୭ରେ ଏହି ଦମ୍ପତି ବିବାହ ବନ୍ଧ‌ନରେ ଆବଦ୍ଧ ହୋଇଥିଲେ। ସେମାନଙ୍କର ଗୋଟିଏ ଝିଅ ଆରାଧ୍ୟା ମଧ୍ୟ ଅଛି। ତେବେ ଆପଣ ଜାଣନ୍ତି…

ଜାଣନ୍ତି କି ଅଭିନେତ୍ରୀ ପ୍ରିୟଙ୍କା ଚୋପ୍ରାଙ୍କ ବିୟୁଟି ଆଇକନ୍‌ କିଏ?

ନୂଆଦିଲ୍ଲୀ: ନିଜର ଫ୍ୟାସନ୍‌ ଶୈଳୀ ଏବଂ ଆତ୍ମବିଶ୍ୱାସ ବଳରେ ଅଭିନେତ୍ରୀ ପ୍ରିୟଙ୍କା ଚୋପ୍ରା ସମଗ୍ର ବିଶ୍ୱରେ ଏକ ଭିନ୍ନ ପରିଚୟ ସୃଷ୍ଟି କରିବାରେ ସଫଳ ହୋଇଛନ୍ତି। କିନ୍ତୁ ତାଙ୍କ କ୍ୟାରିଅରରେ ତାଙ୍କୁ କିଏ ପ୍ରେରଣା ଦେଇଛି ତାହା ଜାଣନ୍ତି କି? ଏ ନେଇ ପ୍ରିୟଙ୍କା ଚୋପ୍ରା ନିଜ…