Latest Odisha News

BREAKING NEWS

Browsing Tag

Bollywood

କେମିତି ଐଶ୍ୱର୍ଯ୍ୟାଙ୍କ ପ୍ରେମରେ ପଡ଼ିଥିଲେ ଅଭିଷେକ?

ମୁମ୍ବାଇ: ନିକଟରେ ଏକ ସାକ୍ଷାତକାରରେ ଅଭିନେତା ଅଭିଷେକ ବଚ୍ଚନ ପତ୍ନୀ ଐଶ୍ୱର୍ଯ୍ୟା ରାୟଙ୍କ ସହ ତାଙ୍କର ରୋମାଣ୍ଟିକ ସମ୍ପର୍କର ଆରମ୍ଭ ବିଷୟରେ ପ୍ରକାଶ କରିଥିଲେ। ୨୦୦୭ରେ ଏହି ଦମ୍ପତି ବିବାହ ବନ୍ଧ‌ନରେ ଆବଦ୍ଧ ହୋଇଥିଲେ। ସେମାନଙ୍କର ଗୋଟିଏ ଝିଅ ଆରାଧ୍ୟା ମଧ୍ୟ ଅଛି। ତେବେ ଆପଣ ଜାଣନ୍ତି…

ଜାଣନ୍ତି କି ଅଭିନେତ୍ରୀ ପ୍ରିୟଙ୍କା ଚୋପ୍ରାଙ୍କ ବିୟୁଟି ଆଇକନ୍‌ କିଏ?

ନୂଆଦିଲ୍ଲୀ: ନିଜର ଫ୍ୟାସନ୍‌ ଶୈଳୀ ଏବଂ ଆତ୍ମବିଶ୍ୱାସ ବଳରେ ଅଭିନେତ୍ରୀ ପ୍ରିୟଙ୍କା ଚୋପ୍ରା ସମଗ୍ର ବିଶ୍ୱରେ ଏକ ଭିନ୍ନ ପରିଚୟ ସୃଷ୍ଟି କରିବାରେ ସଫଳ ହୋଇଛନ୍ତି। କିନ୍ତୁ ତାଙ୍କ କ୍ୟାରିଅରରେ ତାଙ୍କୁ କିଏ ପ୍ରେରଣା ଦେଇଛି ତାହା ଜାଣନ୍ତି କି? ଏ ନେଇ ପ୍ରିୟଙ୍କା ଚୋପ୍ରା ନିଜ…

ମହିମା ଚୌଧୁରୀଙ୍କୁ ଡେଟ୍‌ କରୁଥିଲେ ଅଜୟ ଦେବଗନ?

ମୁମ୍ବାଇ: ୯୦ ଦଶକରେ ଅଜୟ ଦେବଗନ ମହିମାଙ୍କୁ ଡେଟ କରୁଥିବା ଗୁଜବ ବେଶ୍‌ ପ୍ରଚାର ହେଉଥିଲା।ନିକଟରେ ଏକ ସାକ୍ଷାତକାରରେ ଅଭିନେତ୍ରୀ ଏହି ଗୁଜବର ଖୁଲାସା କରିଛନ୍ତି। ଅଜୟ ଦେବଗନ୍ ଏବଂ କାଜୋଲ ଫେବୃଆରୀ ୨୪, ୧୯୯୯ ରେ ବିବାହ ବନ୍ଧନରେ ଆବଦ୍ଧ ‌ହୋଇଥିଲେ। ପ୍ରାୟ ସମାନ ସମୟରେ ଅଜୟ…

ନିଜକୁ ୩.୪ କୋଟିର ଉପହାର ଦେଲେ କାର୍ତ୍ତିକ

ମୁମ୍ବାଇ: କରୋନା ମୁକ୍ତ ହେବା ପରେ କାର୍ତ୍ତିକ ଆର୍ଯ୍ୟନ୍ ପ୍ରଥମେ କ’ଣ କରିଥିଲେ ଜାଣନ୍ତି କି? ତାଙ୍କର କୋଭିଡ୍-୧୯ ପରୀକ୍ଷା ରିପୋର୍ଟ ନେଗେଟିଭ୍‌ ଆସିବା ପରେ ଅଭିନେତା ନିଜକୁ ଏକ ନୂତନ ଲାମ୍ବୋର୍ଗିନି ଉପହାର ଦେଇଥିଲେ। କାର୍ତ୍ତିକ ଗତକାଲି ମୁମ୍ବାଇରେ ତାଙ୍କ ବ୍ରାଣ୍ଡ୍‌-ନୂଆ…

ଘୁଞ୍ଚିଲା ଫିଲ୍ମ ‘ସୂର୍ଯ୍ୟବଂଶୀ’ର ରିଲିଜ ଡେଟ୍‌

ମୁମ୍ବାଇ: ମହାରାଷ୍ଟ୍ରରେ କରୋନାଭାଇରସ୍ ମାମଲା ବୃଦ୍ଧି ହେତୁ ସୋମବାର ଅକ୍ଷୟ କୁମାର ଏବଂ କ୍ୟାଟ୍ରିନା କୈଫଙ୍କ ଅଭିନୀତ ଚଳଚ୍ଚିତ୍ର 'ସୂର୍ଯ୍ୟବଂଶୀ' ନିର୍ମାତା ଅନିର୍ଦ୍ଦିଷ୍ଟ କାଳ ପାଇଁ ଫିଲ୍ମର ରିଲିଜ୍ ତାରିଖକୁ ସ୍ଥଗିତ ରଖିଥିବା ନେଇ ଘୋଷଣା କରିଛନ୍ତି। ମହାରାଷ୍ଟ୍ର ସରକାର ରାଜ୍ୟରେ…

ପୁଣି ଏକାଠି ଆସୁଛନ୍ତି ବିଗ୍‌ ବି ଏବଂ ଦୀପିକା

ନୂଆଦିଲ୍ଲୀ: ଫିଲ୍ମ 'ପିକୁ' ପରେ ପୁଣି ଥରେ ଦୀପିକା ପାଦୁକୋନ ଏବଂ ଅମିତାଭ ବଚ୍ଚନଙ୍କୁ ଏକାଠି ଦେଖିବାକୁ ମିଳିବ। ହଲିଉଡ ଚଳଚ୍ଚିତ୍ର ‘ଦି ଇଣ୍ଟର୍ନ’ର ରିମେକ୍‌ରେ ଏହି ଦୁଇ ପ୍ରସିଦ୍ଧି ବଲିଉଡ୍‌ ତାରକା ନଜର ଆସିବେ। ଏହି ଚଳଚ୍ଚିତ୍ରର ନିର୍ଦ୍ଦେଶନା ଦେବେ ଅମିତ ରବିନ୍ଦ୍ରନାଥ ଶର୍ମା। ଏହି…

ଭୂମି ପେଡନେକରଙ୍କ ପରେ ଏବେ ଅଭିନେତା ବିକି କୌଶଲଙ୍କୁ କରୋନା

ମୁମ୍ବାଇ: ଭୂମି ପେଡନେକର ଏବଂ ଅକ୍ଷୟ କୁମାରଙ୍କ ପରେ ଏବେ ବିକି କୌଶଲ ମଧ୍ୟ କରୋନା ସଂକ୍ରମିତ ହୋଇଛନ୍ତି। ଅଭିନେତା ବର୍ତ୍ତମାନ ଘରେ ସଙ୍ଗରୋଧରେ ରହିଛନ୍ତି। ବିକି ତାଙ୍କ ସଂସ୍ପର୍ଶରେ ଆସିଥିବା ସମସ୍ତ ବ୍ୟକ୍ତିବିଶେଷଙ୍କୁ ଅନୁରୋଧ କରିଛନ୍ତି ଯେ ସେମାନେ ମଧ୍ୟ ନିଜର କରୋନା ପରୀକ୍ଷା…

ଅଭିନେତ୍ରୀ ଭୂମି ପେଡନେକରଙ୍କୁ କରୋନା

ନୂଆଦିଲ୍ଲୀ: ଅଭିନେତ୍ରୀ ଭୂମି ପେଡନେକର କରୋନା ସଂକ୍ରମିତ ହୋଇଛନ୍ତି। ଅଭିନେତ୍ରୀ ନିଜେ ଇନଷ୍ଟାଗ୍ରାମରେ ଏହି ଖବର ସେୟାର କରିଛନ୍ତି। ନିକଟ ଅତୀତରେ ଅନେକ ବଲିଉଡ ସେଲିବ୍ରିଟି କୋଭିଡ୍‌ ପଜିଟିଭ୍ ଚିହ୍ନଟ ହୋଇଛନ୍ତି। ଏଥିରେ ଅକ୍ଷୟ କୁମାର, ଆଲିଆ ଭଟ୍ଟ, ଆମୀର ଖାନ ଏବଂ ଅନ୍ୟମାନେ…

ଗୋବିନ୍ଦାଙ୍କ ପୂର୍ବରୁ ପତ୍ନୀ ସୁନୀତା ମଧ୍ୟ ହୋଇଥିଲେ କରୋନା ସଂକ୍ରମିତ

ନୂଆଦିଲ୍ଲୀ: ଗତକାଲି ବଲିଉଡ୍‌ ଅଭିନେତା ଗୋବିନ୍ଦା ମଧ୍ୟ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି। ତେବେ ସୂଚନା ମୁତାବକ ଗୋବିନ୍ଦାଙ୍କ ପୂର୍ବରୁ ତାଙ୍କ ପତ୍ନୀ ସୁନୀତା ମଧ୍ୟ କରୋନା ପଜିଟିଭ ଚିହ୍ନଟ ହୋଇଥିବା ଖବର ସାମ୍‌ନାକୁ ଆସିଛି। ସୁନୀତା ପ୍ରକାଶ କରିଛନ୍ତି ଯେ ସେ କିଛି ସପ୍ତାହ…

ଡାକ୍ତରଖାନାରେ ଭର୍ତ୍ତି ହେଲେ ଅକ୍ଷୟ କୁମାର

ନୂଆଦିଲ୍ଲୀ: ରବିବାର ଦିନ ଅକ୍ଷୟ କୁମାର କରୋନ ପଜିଟିଭ୍ ହେବା ପରେ ତାଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି ବୋଲି ଅକ୍ଷୟ କୁମାର ଏକ ବିବୃତ୍ତି ସେୟାର କରିଛନ୍ତି। ଏହାସହିତ “ସମସ୍ତ ଶୁଭେଚ୍ଛା ଏବଂ ପ୍ରାର୍ଥନା ପାଇଁ ସମସ୍ତଙ୍କୁ ଧନ୍ୟବାଦ ମଧ୍ୟ ଜଣାଇଛନ୍ତି ଖିଲାଡି କୁମାର। ସେ…