ହାପି ବାର୍ଥ ଡେ ଡ୍ୟାନ୍ସିଙ୍ଗ ଲିଜେଣ୍ଡ୍ ପ୍ରଭୁଦେବା
ନୂଆଦିଲ୍ଲୀ: ପ୍ରସିଦ୍ଧ କୋରିଓଗ୍ରାଫର୍ ଅର୍ଥାତ୍ ଗଡ୍ ଅଫ୍ ଡ୍ୟାନ୍ସ ପ୍ରଭୁଦେବାଙ୍କର ଆଜି ୪୮ତମ ଜନ୍ମଦିନ। ତାଙ୍କର ନିଆରା ନୃତ୍ୟଶୈଳୀ ଦ୍ବାରା ସେ ଆଜି ବି ଦର୍ଶକଙ୍କ ହୃଦୟରେ ରାଜ୍ କରୁଛନ୍ତି।
ସେ ଏକାସାଙ୍ଗେ ଜଣେ ଭାରତୀୟ କୋରିଓଗ୍ରାଫର, ଚଳଚ୍ଚିତ୍ର ନିର୍ଦ୍ଦେଶକ, ନିର୍ମାତା…