କଙ୍ଗନାଙ୍କ ଭିତରେ ଦୁଇଟି ବ୍ୟକ୍ତିତ୍ୱ ରହିଛି; ଅନୁରାଗ ବାସୁ
ନୂଆଦିଲ୍ଲୀ: ବଲିଉଡ୍ କ୍ବିନ୍ କଙ୍ଗନା ରାନାୱତ ୧୪ ବର୍ଷ ପୂର୍ବେ ଗ୍ୟାଙ୍ଗଷ୍ଟର ଚଳଚ୍ଚିତ୍ର ମାଧ୍ୟମରେ ବଲିଉଡରେ ପାଦ ଥାପିଥିଲେ। ଏହି ଫିଲ୍ମର ନିର୍ଦ୍ଦେଶନା ଦେଇଥିଲେ ଅନୁରାଗ ବାସୁ। ଏଥିରେ କଙ୍ଗନାଙ୍କ ଚରିତ୍ର ବେଶ୍ ଦମ୍ଦାର୍ ଥିଲା। ତାଙ୍କର ଅଭିନୟ ଏତେ ଜୀବନ୍ତ ଥିଲା ଯେ ସମସ୍ତେ…