ଚର୍ଚ୍ଚାରେ ଉର୍ବଶୀଙ୍କ ଶାଢୀ; ଶାଢୀର ଦାମ୍ ଶୁଣିଲେ ଉଡିଯିବ ହୋସ୍
ମୁମ୍ବାଇ: ଅଭିନୟଠୁ ନେଇ ନିଜର ସୁନ୍ଦରତାକୁ ପର୍ଯ୍ୟନ୍ତ ସବୁବେଳେ ଚର୍ଚ୍ଚାରେ ରହିଥାନ୍ତି ଅଭିନେତ୍ରୀ ଉର୍ବଶୀ ରାଉେତଲା। ନିଜ ଷ୍ଟାଇଲିଷ୍ଟ୍ ପୋଷାକ ପିନ୍ଧିବା ଶୈଳୀକୁ ନେଇ ମଧ୍ୟ ଉର୍ବଶୀ ଅନେକ ସମୟରେ ଚର୍ଚ୍ଚା ପରିସରକୁ ଆସିଥାନ୍ତି। ନିକଟରେ ଉର୍ବଶୀ ଚଣ୍ଡିଗଡ଼ରେ ନିର୍ମାତା ରଣଜା…