Latest Odisha News

ମା’ ହେବାକୁ ବ୍ୟାକୁଳ ହେଲେଣି ସାନା

ନୂଆଦିଲ୍ଲୀ: ଅଭିନେତ୍ରୀ ସାନା ଖାନ ହଠାତ୍ ଇଣ୍ଡଷ୍ଟ୍ରି ଛାଡିବାକୁ ଘୋଷଣା କରି ସମସ୍ତଙ୍କୁ ଆଶ୍ଚର୍ଯ୍ୟଚକିତ କରିଦେଇଥିଲେ। ସାନା ଇନଷ୍ଟାଗ୍ରାମରେ ଏକ ପୋଷ୍ଟ ସେୟାର କରି ଘୋଷଣା କରିଥିଲେ ଯେ ଯେ ସେ ସବୁଦିନ ପାଇଁ ଚାକଚକ୍ୟ ଭରା ଦୁନିଆରୁ ବିଦାୟ ନେଉଛନ୍ତି। ଏହାପରେ ସାନାଙ୍କ ବିବାହ ଫଟୋ ଏବଂ ଭିଡିଓ ହଠାତ୍ ସୋସିଆଲ ମିଡିଆରେ ଭାଇରାଲ ହୋଇଥିଲା। ବିବାହ କରିବାର ସାନାଙ୍କର ହଠାତ୍ ନିଷ୍ପତ୍ତି ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଥିଲା। ଏବେ ସାନାଙ୍କ ମା ହେବାକୁ ଇଚ୍ଛା ପ୍ରକାଶ କରୁଥିବା ଖବର ଲୋକଙ୍କୁ ଆହୁରି ଆଶ୍ଚର୍ଯ୍ୟ କରିଛି।

ଭବିଷ୍ୟତରେ ମୁଁ ଜଣେ ଦାୟିତ୍ୱବ‌ାନ୍‌ ମା ହେବାକୁ ଚାହୁଁଛି। ମୁଁ ଭାବୁଛି ଆମ ପିଲାମାନେ ଯାହା କରନ୍ତି ଏବଂ ଭାବନ୍ତି ତାହା ସେମାନେ ଅନୁସରଣ କରନ୍ତି। ”

ଫ୍ୟାମିଲି ପ୍ଲାନିଂକୁ ନେଇ ସାନା କହିଛନ୍ତି- ମୋ ସ୍ୱାମୀ ଚାହୁଁଛନ୍ତି ଯେ ମୁଁ ପୁରା ସମୟ ନେବା ଉଚିତ୍‌। କିନ୍ତୁ ମୁଁ ନିଶ୍ଚିତ ଭାବରେ ଶୀଘ୍ର ମା ହେବାକୁ ଚାହୁଁଛି।

Leave A Reply

Your email address will not be published.