ଛୋଟ ଘଟଣାକୁ ନେଇ ୫ ବର୍ଷ ପର୍ଯ୍ୟନ୍ତ ଅମୀର୍ଙ୍କ ସହ କଥା ହୋଇନଥିଲେ ଜୁହି ଚାୱଲା
ନୂଆଦିଲ୍ଲୀ: ୯୦ ଦଶକରେ ଜଣେ ଚର୍ଚ୍ଚିତ ଚେହେରା ହେଉଛନ୍ତି ବଲିଉଡରେ ଅଭିନେତ୍ରୀ ଜୁହି ଚାୱଲା। ଆଜି ହେଉଛି ଜୁହି ଚାୱଲାଙ୍କ ଜନ୍ମଦିନ। ଜୁହି ବଲିଉଡର ଅନେକ ଶ୍ରେଷ୍ଠ ଚଳଚ୍ଚିତ୍ରରେ କାମ କରିଛନ୍ତି। ଯଦି ସେ ସଫଳତାର ସ୍ୱାଦ ଚାଖିଛନ୍ତି, ତେବେ ସେ ଅନେକ ଫ୍ଲପ୍ ଫିଲ୍ମ କରି ବିଫଳତାର ସ୍ୱାଦ…