Latest Odisha News
Browsing Tag

Bollywood

ଛୋଟ ଘଟଣାକୁ ନେଇ ୫ ବର୍ଷ ପର୍ଯ୍ୟନ୍ତ ଅମୀର୍‌ଙ୍କ ସହ କଥା ହୋଇନଥିଲେ ଜୁହି ଚାୱଲା

ନୂଆଦିଲ୍ଲୀ: ୯୦ ଦଶକରେ ଜଣେ ଚର୍ଚ୍ଚିତ ଚେହେରା ହେଉଛନ୍ତି ବଲିଉଡରେ ଅଭିନେତ୍ରୀ ଜୁହି ଚାୱଲା। ଆଜି ହେଉଛି ଜୁହି ଚାୱଲାଙ୍କ ଜନ୍ମଦିନ। ଜୁହି ବଲିଉଡର ଅନେକ ଶ୍ରେଷ୍ଠ ଚଳଚ୍ଚିତ୍ରରେ କାମ କରିଛନ୍ତି। ଯଦି ସେ ସଫଳତାର ସ୍ୱାଦ ଚାଖିଛନ୍ତି, ତେବେ ସେ ଅନେକ ଫ୍ଲପ୍ ଫିଲ୍ମ କରି ବିଫଳତାର ସ୍ୱାଦ…

ଉଦିତ୍‌ ନାରାୟଣଙ୍କ ପୁଅ ହୋଇନଥିଲେ ଲୋକେ ମୋତେ ଅଧିକ ଗମ୍ଭୀରତାର ସହ ନେଇଥାନ୍ତେ; ଆଦିତ୍ୟ ନାରାୟଣ

ନୂଆଦିଲ୍ଲୀ: ଗାୟକ ତଥା ହୋଷ୍ଟ ଆଦିତ୍ୟ ନାରାୟଣ ତାଙ୍କ ଜୀବନରେ ଖୁବ୍ ଶୀଘ୍ର ଏକ ନୂଆ ଇନିଂସ ଆରମ୍ଭ କରିବାକୁ ଯାଉଛନ୍ତି। ସେ ଡିସେମ୍ବରରେ ତାଙ୍କ ଗର୍ଲଫ୍ରେଣ୍ଡ ଶ୍ୱେତା ଅଗ୍ରୱାଲଙ୍କୁ ବିବାହ କରିବାକୁ ଯାଉଛନ୍ତି। ଉଭୟଙ୍କ ଅନେକ ଫଟୋ ସୋସିଆଲ ମିଡିଆରେ ଭାଇରାଲ ହୋଇଛି। କିନ୍ତୁ ବିବାହ…

ନିଜ ମୁଁହରେ ପ୍ଲାଷ୍ଟିକ ସର୍ଜରୀ କରାଇଥିବା ବଲିଉଡର ୭ ଆଗଧାଡ଼ିର ନାୟିକା…

ମୁମ୍ବାଇ: ନିଜ ରୂପରେ ଆହୁରି ଚମକ ତଥା ଶରୀରକୁ ଅଧିକ ଆକର୍ଷଣୀୟ କରିବା ନିମନ୍ତେ ଅନେକ ବଲିଉଡ ତାରକା ମାନେ ପ୍ଲାଷ୍ଟିକ ସର୍ଜରୀ କରାଇଥାନ୍ତି। ଏହି ତାଲିକାରେ ଅଛନ୍ତି ବଲିଉଡର ୭ ଜଣ ଆଗଧାଡ଼ିର ଅଭିନେତ୍ରୀ। ଏମାନେ ଏକ ଭଲ ନାକ ଓ ଭରପୂର ଓଠ ପାଇବାକୁ କରିଛନ୍ତି ପ୍ଲାଷ୍ଟିକ ସର୍ଜରୀ…

କିଏ ଡ୍ରାମେବାଜ? ଫାତିମା ନା’ ଦିଲଜିତ, ଦେଖନ୍ତୁ ଭିଡିଓ

ମୁମ୍ବାଇ: ବଲିଉଡ ଅଭିନେତ୍ରୀ ଫାତିମା ସନା ଶେଖଙ୍କୁ ଡ୍ରାମେବାଜ କହିଲେ ଅଭିନେତା ଦିଲ୍‌ଜିତ ଦୋସାଞ୍ଜ । ତେବେ ପ୍ରକୃତ ଜୀବନରେ ନୁହେଁ, ଅପ୍‌କମିଂ ଫିଲ୍ମ ‘ସୁରଜ ପେ ମଙ୍ଗଲ ଭାରି’ର ଏକ ଗୀତରେ ସେ ଏଭଳି କହିଛନ୍ତି । ରିଲିଜ ହୋଇଛି ଏହି ଫିଲ୍ମର ଏକ ପେପି ଟ୍ରାକ ତଥା ପାର୍ଟି ସଙ୍ଗ । ଏହି…

ସୈଫ୍‌ଙ୍କ ପାଇଁ ଓଟିଟି ସାଜିଛି ଗେମ୍‌ ଚେଞ୍ଜର୍‌

ନୂଆଦିଲ୍ଲୀ: ଏବେ ବଲିଉଡର ନବାବ ସୈଫ୍‌ ଅଲି ଖାନଙ୍କୁ ଏକ ଭିନ୍ନ ରୂପରେ ଦେଖିବାକୁ ମିଳିଛି। ଓଟିଟି ସୈଫ୍‌ଙ୍କୁ କ୍ୟାରିଅରକୁ ଏକ ନୂଆ ଦିଗ ଦେଇଛି। 'ସେକ୍ରେହ୍‌ ଗେମ୍‌' ୱେ୍‌ ସିରିଜ୍‌ ତାଙ୍କ କ୍ୟାରିୟରରେ ଗେମ୍‌ ଚେଞ୍ଜର୍‌ ଭାବେ ପ୍ରମାଣିତ ହୋଇଛି। ସୂଚନା ଅନୁଯାୟୀ ଓଟିଟିରେ ତାଙ୍କର…

‘ଦିଲ୍‌ ବେଚାରା’ର ରେକର୍ଡ ଭାଙ୍ଗିଲା ଚଳଚ୍ଚିତ୍ର ‘ଲକ୍ଷ୍ମୀ’

ନୂଆଦିଲ୍ଲୀ: ବହୁ ବିବାଦ ପରେ ନଭେମ୍ବର ୯ରେ ଅକ୍ଷୟ କୁମାର ଏବଂ କିଆରା ଆଡଭାନୀ ଅଭିନୀତ ହରୋର୍‌-କମେଡି ଫିଲ୍ମ 'ଲକ୍ଷ୍ମୀ' ଡିସ୍ନି ପ୍ଲସ୍ ହଟଷ୍ଟାରରେ ମୁକ୍ତିଲାଭ କରିଥିଲ। ଏହି ଚଳଚ୍ଚିତ୍ରର ନିର୍ଦ୍ଦେଶନା ଦେଇଛନ୍ତି ରାଘବ ଲରେନ୍ସ। ଏହି ଚଳଚ୍ଚିତ୍ରରେ ଅକ୍ଷୟ କୁମାର ଏବଂ କିଆରା ଆଡଭାନୀଙ୍କ…

କାହିଁକି ଶାହାରୁଖ୍‌ ଏବଂ ଅକ୍ଷୟ କୁମାର କେବେ ଏକାଠି ଫିଲ୍ମ କରିନାହାନ୍ତି?

ନୂଆଦିଲ୍ଲୀ: ଆପଣ ଜାଣନ୍ତି କି ଶାହାରୁଖ ଖାନ୍‌ ଏବଂ ଅକ୍ଷୟ କୁମାର କେବେ ବି ଏକାଠି କାମ କରିନାହାଁନ୍ତି। ଦୁହେଁ କୌଣସି ଫିଲ୍ମ କିମ୍ବା କୌଣସି ପ୍ରୋଜେକ୍ଟ ପାଇଁ ଏକାଠି ହୋଇନାହାଁନ୍ତି। ଏହା ପଛରେ ଏକ ବିଶେଷ କାରଣ ମଧ୍ୟ ରହିଥିବା ଜଣାଯାଏ। ଯାହା ଶାହାରୁଖ ଖାନ ନିଜେ ଏକ ସାକ୍ଷାତକାରରେ…

ଦୀପିକା ଚିଖାଲିଆଙ୍କ ଫିଲ୍ମରେ ଗୀତ ଗାଇବେ ରାନୁ ମଣ୍ଡଳ

ନୂଆଦିଲ୍ଲୀ: ଅଭିନେତ୍ରୀ ଦୀପିକା ଚିଖାଲିଆ ଫିଲ୍ମ 'ସରୋଜିନୀ'କୁ ଚର୍ଚ୍ଚାରେ ରହିଆସୁଛନ୍ତି। ଏହା ଏକ ବାୟୋପିକ୍ ଫିଲ୍ମ। ସେ ଏହି ଚଳଚ୍ଚିତ୍ରରେ ସରୋଜିନୀ ନାଇଡୁଙ୍କ ଭୂମିକାରେ ଅଭିନୟ କରିବେ। ତେବେ ରୋମାଞ୍ଚକର କଥା ହେଉଛି ରାନୁ ମଣ୍ଡଳ ଚଳଚ୍ଚିତ୍ରରେ ତାଙ୍କ ପାଇଁ ଗୀତ ଗାଇଛନ୍ତି। ଦୀପିକା…

‘ଗଣପତ’: ଆସିଲା ଟାଇଗରଙ୍କ ଫାଷ୍ଟ ଲୁକ୍‌

ମୁମ୍ବାଇ: ଆସୁଛି ବଲିଉଡର ଆକ୍ସନ ହିରୋ ଟାଇଗର ସ୍ରଫଙ୍କ ଆଉ ଏକ ନୂଆ ଫିଲ୍ମ । ନିକଟରେ ହିଁ ସେ ତାଙ୍କ ନୂଆ ଫିଲ୍ମ ‘ଗଣପତ ପାର୍ଟ-୧’ର ଘୋଷଣା କରିଥିଲେ । ଏବଂ ଏହାର ମୋଶନ ପୋଷ୍ଟର ମଧ୍ୟ ରିଲିଜ ହୋଇଥିଲା । ଏବେ ଏହି ଫିଲ୍ମର ଏକ ଭିଡିଓ ଜାରି କରାଯାଇଛି । ଯେଉଁଥିରେ ଟାଇଗରଙ୍କ ଫାଷ୍ଟ ଲୁକ୍…

ବଲିଉଡ ମୁହାଁ ହେଲେ ତନୁଶ୍ରୀ ଦତ୍ତା !

ମୁମ୍ବାଇ: ୨୦୧୮ରେ ଅଭିନେତା ନାନା ପାଟେକରଙ୍କ ବିରୋଧରେ ସଙ୍ଗୀନ ଅଭିଯୋଗ ଆଣିଥିଲେ ତନୁଶ୍ରୀ ଦତ୍ତା । ଅଭିଯୋଗ ଥିଲା ୨୦୦୮ରେ ଫିଲ୍ମ ହର୍ନ ଓକେର ସୁଟିଂ ସେଟ୍‌ରେ ନାନା ପାଟେକର ତାଙ୍କ ସହ ଅଭଦ୍ର ବ୍ୟବହାର କରିଥିଲେ । ସେବେଠୁ ବଲିଉଡରେ ଆରମ୍ଭ ହୋଇଥିଲା ମି ଠୁ ଅଭିଯାନ । ଏହି ଘଟଣା ପରଠୁ…