୧୫ ନଭେମ୍ବରରେ ପ୍ରେକ୍ଷାଳୟରେ ମୁକ୍ତିଲାଭ କରିବ ଚଳଚ୍ଚିତ୍ର ‘ସୁରଜ୍ ପେ ମଙ୍ଗଲ୍ ଭାରୀ’
ନୂଆଦିଲ୍ଲୀ: ମନୋଜ ବାଜପେୟୀ, ଦିଲଜିତ ଦୋସାଞ୍ଜ ଏବଂ ଫାତିମା ସାନା ଶେଖଙ୍କ 'ସୁରଜ୍ ପେ ମଙ୍ଗଲ ଭାରୀ' ଚଳଚ୍ଚିତ୍ର ନଭେମ୍ବର ୧୫ରେ ପ୍ରେକ୍ଷାଳୟରେ ମୁକ୍ତିଲାଭ କରିବାକୁ ଯାଉଛି। ଏହି ଚଳଚ୍ଚିତ୍ରଟି ଦିୱାଲୀରେ ଦେଶର ସିନେମା ହଲ୍ରେ ପ୍ରଦର୍ଶିତ ହେବ। ୯୦ ଦଶକର ପୃଷ୍ଠଭୂମି ଉପରେ ଆଧାରିତ ଏହି…