Latest Odisha News
Browsing Tag

Bombing

ଦାଦାବଟି ପାଇଁ ବୋମାମାଡ଼ ଘଟଣା, ଗ୍ୟାଙ୍ଗ ମୁଖ୍ୟ ସହ ୫ ଗିରଫ

ପୁରୀ: ଆକ୍ସନ ମୋଡରେ ପୁରୀ ପୋଲିସ । ବୋମାମାଡ଼ର ୨୪ ଘଣ୍ଟାରେ ପୁରୀ ପୋଲିସ ବୋମାମାଡ଼ କରିଥିବା ଅଭିଯୁକ୍ତଙ୍କୁ ଧରିବାରେ ସଫଳ ହୋଇଛି । ଗ୍ୟାଙ୍ଗର ମୁଖ୍ୟ ରାଜା ମଲ୍ଲିକଙ୍କ ସହ ୫ ଜଣଙ୍କୁ ପୋଲିସ ଗିରଫ କରିଥିବା ବେଳେ ସେମାନଙ୍କ ଠାରୁ ୪ଟି ଅଫୁଟା ବୋମା, ୨ଟି ବାଇକ, ଗୋଟିଏ ମୋବାଇଲ୍ ଓ…

ଜମି ଜବରଦଖଲକୁ ନେଇ ତୁମୁଳକାଣ୍ଡ, ସାତପଡ଼ା ନାଥପୁରରେ ବୋମାମାଡ଼

ବ୍ରହ୍ମଗିରି : ପୁରୀ ସାତପଡ଼ା ନାଥପୁର ଅଞ୍ଚଳରେ ବୋମାମାଡ଼ । ଜମି ଜବରଦଖଲକୁ କେନ୍ଦ୍ର କରି ହୋଇଛି ତୁମୁଳକାଣ୍ଡ । ୩୫ଟି ମୌଜାର ଜମିକୁ ଜବରଦଖଲ କରି ରଖିଛନ୍ତି ହରିଜନ ଲୋକ । ହେଲେ ଆଜି ଏହି ୩୫ ମୌଜାର ଲୋକେ ହରିଜନ ଲୋକଙ୍କୁ ବୈଠକକୁ ଡାକିବାରୁ ଉତ୍ତେଜନା ପ୍ରକାଶ ପାଇଥିଲା । ପରେ…

ବୋମାମାଡ଼ କରି ଦୁର୍ବୃତ୍ତ ଲୁଟି ନେଲେ ଟଙ୍କା ଓ ସୁନା ଗହଣା

କଟକ: ବୋମାମାଡ଼ କରି ଦୁର୍ବୃତ୍ତ ଲୁଟି ନେଲେ ଟଙ୍କା ଓ ସୁନା ଗହଣା । ବିଳମ୍ବିତ ରାତିରେ ଡକାୟତ ଗ୍ୟାଙ୍ଗର ଉନ୍ମତ୍ତକାଣ୍ଡ । ଘର ଆଗରେ ବୋମାମାଡ଼ କରି ପ୍ରଥମେ ଲୋକଙ୍କୁ ଭୟଭୀତ କଲେ । ତାପରେ ଘରେ କଳାକନା ବୁଲାଇ ଦେଲେ ଲୁଟେରା । କଟକ ଜିଲ୍ଲା କାନପୁର ଥାନା ହରିପୁର ଗାଁରେ ଏଭଳି ଡକାୟତି…