ଭାରତରେ ୧୦୦ କୋଟି ପାର୍ କଲା ‘ମୁଫାସା: ଦ ଲାୟନ କିଙ୍ଗ…
ମୁମ୍ବାଇ: ଶାହରୁଖ ଖାନଙ୍କ ଦମଦାର ଭଏସରେ ରିଲିଜ ହୋଇଥିବା 'ମୁଫାସା- ଦ ଲାୟନ କିଙ୍ଗ' ଭାରତର ବକ୍ସ ଅଫିସରେ ରାଜ କରୁଛି। ଏହି ହଲିଉଡ୍ ଫିଲ୍ମ ଭାରତୀୟଙ୍କ ହୃଦୟ ଜିତିପାରିଛି।
ସେଥିପାଇଁ ପିଲାଠାରୁ ବୟସ୍କ ପର୍ଯ୍ୟନ୍ତ ସମସ୍ତେ ଏହି ଫିଲ୍ମ ଦେଖିବାକୁ ପସନ୍ଦ କରୁଛନ୍ତି। ଏହି ଚଳଚ୍ଚିତ୍ର…