Latest Odisha News
Browsing Tag

BSE Sensex

ସେୟାର ମାର୍କେଟରେ କରୋନା କାୟା: ଖସିଲା ସେନସେକ୍ସ ଓ ନିଫଟି

ନୂଆଦିଲ୍ଲୀ: ଦେଶରେ ଲଗାତାର ବଢୁଛି କରୋନା ସଂକ୍ରମଣ । ଏହାର ଜବରଦସ୍ତ ପ୍ରଭାବ ପଡ଼ିଛି ସେୟାର ମାର୍କେଟ ଉପରେ । ଆଜି କାରବାର ଆରମ୍ଭରୁ ଖସିଲା ସେନସେକ୍ସ ଓ ନିଫଟି । ବମ୍ୱେ ଷ୍ଟକ ଏକ୍ସଚେଞ୍ଜ (ବିଏସଇ) ସୂଚକାଙ୍କରେ ୧,୪୭୯ ପଏଣ୍ଟ ଅର୍ଥାତ ୨.୯୮ ପ୍ରତିଶତ ହ୍ରାସ ପାଇଛି । କାରବାର ଆରମ୍ଭରେ…

ସେୟାର ମାର୍କେଟର‌େ ବଜେଟର ଚମକ, ଓପନିଂ ପର‌େ ଆଜି ସେନସେକ୍ସ ୧୦୦୦ ପଏଣ୍ଟ ବୃଦ୍ଧି

ନୂଆଦିଲ୍ଲୀ: ସେୟାର ମାର୍କେଟର‌େ ମଙ୍ଗଳବାର ଦିନ ମଧ୍ୟ ବଜେଟର ଚମକ ଦେଖିବାକୁ ମିଳିଛି। ଘରୋଇ ସେୟାର ବଜାର ଖୋଲିବା ସହ ସେନସେକ୍ସରେ ୭୦୦ ପଏଣ୍ଟ ବୃଦ୍ଧି ଘଟିଥିଲା। ହେଲେ ଏହା ପରେ ଅଚାନକ ସେନସେକ୍ସ ୧୦୦୦ ପଏଣ୍ଟକୁ ବୃଦ୍ଧି ପାଇଛି। ଯାହା ଫଳରେ ବିଏସଇ ରେ ସେନସେକ୍ସ ପୁନର୍ବାର ୫୦,୦୦୦…

ସେୟାର ବଜାରରେ ଉତ୍ସାହ: ପ୍ରଥମ ଥର ୫୦ ହଜାର ଟପିଲା ସେନସେକ୍ସ

ନୂଆଦିଲ୍ଲୀ: ସେୟାର ବଜାରରେ ଜବରଦସ୍ତ ଉତ୍ସାହ । ଆଜି କାରବାର ଆରମ୍ଭରୁ ସର୍ବୋଚ୍ଚ ସ୍ତରରେ ପହଞ୍ଚିଥିଲା ସେନସେକ୍ସ । ପ୍ରଥମ ଥର ବମ୍ବ ଷ୍ଟକ ଏକ୍ସଚେଞ୍ଜ ସୂଚକାଙ୍କ ୫୦ ହଜାର ପାର କରିଛି । ସେହିପରି ନିଫଟ୍ ସୂଚକାଙ୍କ ଟପିଥିଲା ୧୪ ହଜାର । ବିଏସଇ ସୂଚକାଙ୍କ ୨୨୩ ପଏଣ୍ଟ ବଢ଼ି ୫୦ହଜାର ୧୫ ପାର…