ବଜେଟ ୨୦୨୫: ମହିଳା, ଏସସି ଓ ଏସଟି ଉଦ୍ୟୋଗୀଙ୍କୁ ୨ କୋଟି ପର୍ଯ୍ୟନ୍ତ ଲୋନ
ନୂଆଦିଲ୍ଲୀ: ଆଜି ସଂସଦରେ ୨୦୨୫ର ସାଧାରଣ ବଜେଟ ଉପସ୍ଥାପନ କରିଛନ୍ତି କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ। ଅର୍ଥମନ୍ତ୍ରୀ ମହିଳାମାନଙ୍କ ପାଇଁ ଅନେକ ବଡ଼ ଘୋଷଣା କରିଛନ୍ତି । ମହିଳା ଉଦ୍ୟୋଗୀ, ଅନୁସୂଚିତ ଜାତି ଏବଂ ଅନୁସୂଚିତ ଜନଜାତିଙ୍କ ପାଇଁ ୨ କୋଟି ଋଣ ପ୍ରଦାନ କରିବାକୁ ଏକ ଯୋଜନା…