Latest Odisha News

BREAKING NEWS

Browsing Tag

Budget

ଜାଣନ୍ତୁ, ବଜେଟ ସମ୍ବନ୍ଧରେ କିଛି ମଜାଦାର କଥା…

ଭୁବନେଶ୍ବର: ଆସନ୍ତା ଫେବୃଆରୀ ମାସ ୧ ତାରିଖରେ ଉପସ୍ଥାପିତ ହେବାକୁ ଯାଉଛି ସାଧାରଣ ବଜେଟ। ଆସନ୍ତୁ ଜାଣିବା ବଜେଟକୁ ନେଇ ପୂର୍ବରୁ ଘଟିଥିବା କିଛି ମଜାଦାର ଘଟଣା ସମ୍ପର୍କରେ... ଲମ୍ବା ବଜେଟ ଭାଷଣ : ୨୦୦୩ରେ ଅର୍ଥମନ୍ତ୍ରୀ ଯଶୱନ୍ତ ସିଂ ତାଙ୍କ ବଜେଟ ଭାଷଣ ପ୍ରାୟ ୨ ଘଂଟାରୁ ଅଧିକ ସମୟ…

ଜାଣନ୍ତୁ, ବଜେଟ ବ୍ରିଫକେସ ପଛର ରୋଚକ କାହାଣୀ…

ନୂଆଦିଲ୍ଲୀ: ବିତ୍ତ ବର୍ଷ ୨୦୨୦-୨୧ ପାଇଁ ସାଧାରଣ ବଜେଟ ଏକ ଫେବୃଆରୀ ୨୦୨୦ କୁ ଆଗତ ହେବ । ସେହିପରି ଆର୍ଥିକ ସର୍ଭେ ୩୧ ଜାନୁଆରୀ କୁ ଆସିବ । ଏହି ବଜେଟରୁ ଲୋକମାନେ ବହୁତ କିଛି ଆଶା କରୁଛନ୍ତି । ଏହା ନିର୍ମଳା ସୀତାରମଣଙ୍କ ଦ୍ୱିତୀୟ ବଜେଟ । ସମସ୍ତଙ୍କ ନଜର ଥାଏ ବ୍ରିଫକେସ ଭିତରେ ଥିବା…

କେନ୍ଦ୍ରୀୟ ବଜେଟ୍: କ’ଣ ହେଲା ଶସ୍ତା ଓ କ’ଣ ମହଙ୍ଗା, ଜାଣନ୍ତୁ

ନୂଆଦିଲ୍ଲୀ : ଲୋକସଭାରେ କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ଶୁକ୍ରବାର ଦିନ ପୂର୍ଣ୍ଣାଙ୍ଗ ବଜେଟ୍ ଆଗତ କରିଛନ୍ତି । ଚଳିତ ୨୦୧୯-୨୦ ବର୍ଷର ବଜେଟ୍ ଉପସ୍ଥାପନା ପରେ ପେଟ୍ରୋଲ୍, ଡିଜେଲ ଓ ସୁନା ଭଳି ଏକାଧିକ ସାମଗ୍ରୀର ଦର ବୃଦ୍ଧି ପାଇଥିବାବେଳେ ଆଉ କିଛି ଜିନିଷ ଶସ୍ତା ହୋଇଛି ।…

କେନ୍ଦ୍ରୀୟ ବଜେଟ୍: ବଢିଲା ପେଟ୍ରୋଲ୍, ଡିଜେଲ୍ ଓ ସୁନା ଦର

ନୂଆଦିଲ୍ଲୀ : କେନ୍ଦ୍ରମନ୍ତ୍ରୀ ନିର୍ମଳା ସୀତାରମଣ ସଂସଦରେ ଶୁକ୍ରବାର ଦିନ ପୁର୍ଣ୍ଣାଙ୍ଗ ବଜେଟ୍ ଆଗତ କରିଛନ୍ତି । ଏହି ପରିପ୍ରେକ୍ଷୀରେ ପେଟ୍ରୋଲ୍, ଡିଜେଲ୍ ଓ ସୁନାଗହଣାର ମୂଲ୍ୟ ବୃଦ୍ଧି ପାଇଛି । ଚଳିତ ବଜେଟରେ ପେଟ୍ରୋଲ ଓ ଡିଜେଲ୍ ପ୍ରତି ଲିଟର ପିଛା ଅତିରିକ୍ତ ୧ ଟଙ୍କାର ଏକ୍ସାଇଜ୍…

କେନ୍ଦ୍ରୀୟ ବଜେଟ୍: ବ୍ରିଫକେସ୍ ବଦଳରେ ଅର୍ଥମନ୍ତ୍ରୀଙ୍କ ବହି-ଖାତା, ୩ କୋଟି ଉଠାଦୋକାନୀଙ୍କୁ ମିଳିବ ପେନସନ୍

ନୂଆଦିଲ୍ଲୀ : ଲୋକସଭାରେ କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ଶୁକ୍ରବାର ଦିନ ପୂର୍ଣ୍ଣାଙ୍ଗ ବଜେଟ୍ ଆଗତ କରିଛନ୍ତି । ସବୁଥର ଅର୍ଥମନ୍ତ୍ରୀମାନେ ବ୍ରିଫକେସରେ ବଜେଟ୍ ଉପସ୍ଥାପନା କରୁଥିବାବେଳେ ଚଳିତ ଥର ଏହି ମହିଳା ଅର୍ଥମନ୍ତ୍ରୀ ବହି-ଖାତାରେ ବଜେଟ୍ ଉପସ୍ଥାପନା କରିଛନ୍ତି । ଉକ୍ତ…

ଜୁନ ୨୮ରେ ବିଧାନସଭାରେ ବାର୍ଷିକ ବଜେଟ ଉପସ୍ଥାପନ କରିବେ ସରକାର

ଭୁବନେଶ୍ୱର : ରାଜ୍ୟ ସରକାର ୨୦୧୯-୨୦୨୦ ଆର୍ଥିକ ବର୍ଷ ଲାଗି ଜୁନ୍ ୨୮ ତାରିଖରେ ବଜେଟ୍ ଉପସ୍ଥାପନ କରିବେ। ଏନେଇ ସୋମବାର ଦିନ ରାଜ୍ୟ ବିଧାନସଭା ସେକ୍ରେଟାରୀଏଟ୍ ପକ୍ଷରୁ ଏକ ବିଜ୍ଞପ୍ତି ପ୍ରକାଶ ପାଇଛି । ଜାରି ଅଧିସୂଚନାନୁଯାୟୀ ଅର୍ଥମନ୍ତ୍ରୀ ନିରଞ୍ଜନ ପୂଜାରୀ ବଜେଟ୍ ଉପସ୍ଥାପନା କରିବେ…