କୋରାପୁଟରେ କୋଠା ଭୁଶୁଡିବା ଘଟଣା: ଜଣେ ମୃତ
ଜୟପୁର: କୋରାପୁଟର ଜୟପୁର ଅନ୍ତର୍ଗତ ବାରିଣିପୁଟ ନିକଟବର୍ତ୍ତୀ ସ୍ଥାନରେ ଶୁକ୍ରବାର ଦିନ ଏକ କୋଠା ଭୁଶୁଡିଯିବା ଘଟଣାରେ ଜଣେ ବ୍ୟକ୍ତିଙ୍କର ମୃତ୍ୟୁ ଘଟିଛି ।
ଗତକାଲି ଏହି ଅଞ୍ଚଳରେ କୋଠା ଭୁଶୁଡି ଯାଇଥିବା ବେଳେ ତା’ ତଳେ ପାଖାପାଖି ୫ ଜଣ ବ୍ୟକ୍ତି ଚାପି ହୋଇ ରହିଯାଇଥିଲେ ।…