Latest Odisha News

BREAKING NEWS

Browsing Tag

Bus-Truck Accident

ଦୁର୍ଘଟଣା ନେଲା ୭ ଜୀବନ, ୨୬ ଜଣ ଆହତ

ହୁବଳି(କର୍ଣ୍ଣାଟକ): ମର୍ମନ୍ତୁଦ ସଡ଼କ ଦୁର୍ଘଟଣା । ବସ୍ ଓ ଟ୍ରକ୍ ଭିତରେ ମୁହାଁମୁହିଁ ଧକ୍କା । ଦୁର୍ଘଟଣାରେ ୭ ଜଣଙ୍କର ଜୀବନ ଯାଇଛି । ଆହତ ହୋଇଛନ୍ତି ଆଉ ୨୬ ଜଣ । କର୍ଣ୍ଣାଟକ ହୁବଳିରେ ଗତକାଲି ବିଳମ୍ୱିତ ରାତିରେ ଏହି ଦୁର୍ଘଟଣା ଘଟିଛି । ଆହତମାନଙ୍କୁ ଉଦ୍ଧାର କରି ହୁବଳି ସ୍ଥିତ କିମ୍ସ…

କଳିଙ୍ଗା ଘାଟିରେ ବସ୍‌-ଟ୍ରକ୍ ମଧ୍ୟରେ ଧକ୍କା, ୫ ଆହତ

ଗଞ୍ଜାମ:ଗଞ୍ଜାମ-କନ୍ଧମାଳ ସୀମାନ୍ତରେ ଥିବା କଳିଙ୍ଗା ଘାଟିରେ ପୁଣି ଏକ ବସ୍‌ ଓ ଏକ ଟ୍ରକ୍‌ ମଧ୍ୟରେ ଧକ୍କା ହୋଇଛି । ଦୁର୍ଘଟଣାରେ ପାଞ୍ଚ ଜଣ ଆହତ ହୋଇଥିବା ଜଣାପଡ଼ିଛି । ଆହତଙ୍କୁ ଭଞ୍ଜନଗର ହସପିଟାଲରେ ଚିକିତ୍ସା ପାଇଁ ଭର୍ତ୍ତି କରାଯାଇଛି । ଦୁର୍ଘଟଣାଗ୍ରସ୍ତ ବସଟିର ନାଁ ବଡ଼ପଣ୍ଡା ।…

ମର୍ମନ୍ତୁଦ ସଡକ ଦୁର୍ଘଟଣା; ୧୦ ମୃତ, ୨୩ରୁ ଅଧିକ ଗୁରୁତର

ଭୋପାଳ: ମଧ୍ୟପ୍ରଦେଶସ୍ଥିତ ରେୱା ସହର ନିକଟରେ ଥିବା ଏକ ବାଇପାସ୍ ରୋଡ୍ ଠାରେ ଗୁରୁବାର ସକାଳେ ଏକ ବସ୍-ଟ୍ରକ୍ ଧକ୍କା ହେବା ଫଳରେ ୧୦ ଜଣଙ୍କର ମୃତ୍ୟୁ ଘଟିବା ସହ ୨୩ରୁ ଅଧିକ ବ୍ୟକ୍ତି ଗୁରୁତର ଆହତ ହୋଇଛନ୍ତି । ଏନେଇ ଏକ ଜାତୀୟ ଗଣମାଧ୍ୟମ ରିପୋର୍ଟରୁ ଜଣାପଡିଛି ।…