Latest Odisha News
Browsing Tag

Business

ଫୋବର୍ସ ଧନୀ ତାଲିକାରେ ମୁକେଶ ଅମ୍ବାନି ପ୍ରଥମ

ନୂଆଦିଲ୍ଲୀ: ପ୍ରସିଦ୍ଧ ଫୋର୍ବସ୍‌ ମାଗାଜିନ୍‌ ପକ୍ଷରୁ ୨୦୨୦ ବର୍ଷର ଧନୀ ତାଲିକା ପ୍ରକାଶ ପାଇଛି। ରିଲାଏନ୍ସ କମ୍ପାନୀର ଅଧ୍ୟକ୍ଷ ମୁକେଶ ଅମ୍ବାନି କ୍ରମାଗତ ଭାବେ ୧୩ ବର୍ଷ ପାଇଁ ଶୀର୍ଷ ସ୍ଥାନ ଅଧିକାର କରିଛନ୍ତି। ଅଦାନି ଗ୍ରୁପ୍‌ ଅଧ୍ୟକ୍ଷ ଗୌତମ ଅଦାନି ଦ୍ୱିତୀୟ ସ୍ଥାନରେ ରହିଥିବା…

ଖୁବ୍‌ ଶୀଘ୍ର ବଜାରରେ ଉପଲବ୍ଧ ହେବ ୧ ଲକ୍ଷ ଟଙ୍କିଆ ନୋଟ୍!

କାରାକାଶ: ଖୁବ୍‌ ଶୀଘ୍ର ବଜାରରେ ଉପଲବ୍ଧ ହେବ ୧ ଲକ୍ଷ ଟଙ୍କିଆ ନୋଟ୍। ତେବେ ଏହା ଭାରତରେ ନୁହେଁ ବରଂ ଭେନେଜୁଏଲାରେ ଏହି ନୋଟ୍‌ ଆସିବାକୁ ଯାଉଛି। ତେବେ ଆପଣ ଜାଣିଲେ ଆଶ୍ଚର୍ଯ୍ୟ ହେବେ ଯେ ଏହି ଏକ ଲକ୍ଷ ଟଙ୍କିଆ ନୋଟ୍‌ ନେଇ ବଜାର‌କୁ ଗଲେ ଆପଣ କେବଳ ୨ କିଲୋ ଆଳୁ କିଣିପାରିବେ।…

ଏଣିକି ଏସ୍‌ବିଆଇ ଏଟିଏମ୍‌ କାର୍ଡରେ ବି ପାଇପାରିବେ ଇଏମ୍‌ଆଇ ସୁବିଧା

ମୁମ୍ବାଇ: ଯଦି ଆପଣ ଷ୍ଟେଟ୍‌ ବ୍ୟାଙ୍କ ଅଫ୍ ଇଣ୍ଡିଆର ଆକାଉଣ୍ଟଧାରୀ ଅଛନ୍ତି ତେବେ ଆପଣ ନିଜର ଏଟିଏମ୍‌ କାର୍ଡ ବା ଡେବିଟ୍‌ କାର୍ଡରେ ଇଏମ୍‌ଆଇ ସୁବିଧା ପାଇପାରିବେ। ବ୍ୟାଙ୍କ ପକ୍ଷରୁ ଆକାଉଣ୍ଟଧାରୀମାନଙ୍କୁ ଦିଆଯାଇଥିବା ଡେବିଟ୍‌ କାର୍ଡ ଏସ୍‌ବିଆଇ ଏକ ସ୍ବତନ୍ତ୍ର ସୁବିଧା…

୧୬ଟି କମ୍ପାନୀକୁ ଭାରତରେ ମୋବାଇଲ୍ ର୍ନିମାଣ ପାଇଁ ମିଳିଲା ସରକାରଙ୍କ ଅନୁମୋଦନ

ନୂଆଦିଲ୍ଲୀ: ୧୧୦୦୦ କୋଟି ଟଙ୍କା ବିନିଯୋଗରେ ୧୬ଟି ଘରୋଇ ଏବଂ ଅନ୍ତର୍ଜାତୀୟ କମ୍ପାନୀଗୁଡ଼ିକୁ ଭାରତରେ ମୋବାଇଲ୍‌ ବିର୍ନିମାଣ ପ୍ରସ୍ତାବକୁ ଭାରତ ସରକାର ଅନୁମୋଦନ କରିଛନ୍ତି। ଏହା ଅଧୀନରେ ଥିବା କମ୍ପାନୀଗୁଡ଼ିକ ଆସନ୍ତା ପାଞ୍ଚ ବର୍ଷ ମଧ୍ୟରେ ପ୍ରାୟ ୧୦.୫ ଲକ୍ଷ କୋଟି ଟଙ୍କା ମୂଲ୍ୟର…

ଭାରତ ଚୀନ୍ ସହିତ ବ୍ୟାବସାୟିକ ସଂପର୍କ ଛିନ୍ନ କରିପାରିବ କି?

ବିଚିତ୍ର ବିଶ୍ୱାଳଙ୍କ ନିୟମିତ ସ୍ତମ୍ଭ: ‘ସମୟର ସ୍ୱର’… ଭାରତର ସୀମା ଭିତରକୁ ଚୀନ୍‌ର ଅନୁପ୍ରବେଶ ଓ ସେଥିପାଇଁ କୋଡ଼ିଏ ଜଣ ଭାରତୀୟ ଜବାନ୍ ଶହୀଦ୍ ହେବା ପରେ ଭାରତ ଓ ଚୀନ୍ ମଧ୍ୟରେ ସଂପର୍କ ଅତ୍ୟନ୍ତ ତିକ୍ତ ହେବାରେ ଲାଗିଛି । ଏପରି ପରିସ୍ଥିତିରେ ସାଧାରଣ ଭାରତୀୟଙ୍କ ମଧ୍ୟରେ ଚୀନ୍ ପ୍ରତି…

କରୋନା ଯୋଗୁଁ କର୍ମଚାରୀଙ୍କ ପାଇଁ ୱାର୍କ-ଫ୍ରମ୍‌-ହୋମ୍ ବ୍ୟବସ୍ଥା ଆରମ୍ଭ କଲା ରିଲାଏନ୍ସ ଇଣ୍ଡଷ୍ଟ୍ରିଜ୍‌

ଭୁବନେଶ୍ୱର: ଦେଶରେ କୋଭିଡ୍‌-୧୯ ସଂକ୍ରମଣ ବୃଦ୍ଧିପାଇବା ପରିପ୍ରେକ୍ଷୀରେ ଭାରତର ସର୍ବବୃହତ ସଂସ୍ଥା ରିଲାଏନ୍ସ ଇଣ୍ଡଷ୍ଟ୍ରିଜ୍ କର୍ମଚାରୀମାନଙ୍କ ପାଇଁ ୱାର୍କ ଫ୍ରମ୍ ହୋମ୍ (ଘରେ ରହି କାର୍ଯ୍ୟ କରିବା) ବ୍ୟବସ୍ଥା ଆରମ୍ଭ କରିଥିବା ଜଣାପଡ଼ିଛି । ତେବେ ହପ୍ପିଟାଲ୍‌, ରିଟେଲ୍ ଷ୍ଟୋର୍ ଓ…