ହସ୍ପିଟାଲରେ ୧୦ ବର୍ଷୀୟ ଶିଶୁର ଆଙ୍ଗୁଠି ଖାଇଗଲା ମୂଷା
ଜୟପୁର: ଜୟପୁରର ଏକ ସରକାରୀ ଡାକ୍ତରଖାନାରେ କର୍କଟ ରୋଗର ଚିକିତ୍ସା ପାଇଁ ଆସିଥିବା ୧୦ ବର୍ଷୀୟ ଶିଶୁର ଆଙ୍ଗୁଠିକୁ ଖାଇଗଲା ମୂଷା। ଫଳରେ ପିଲାଟିର ମୃତ୍ୟୁ ହୋଇଯାଇଛି। ଯଦିଓ ଡାକ୍ତରଖାନା କର୍ତ୍ତୁପକ୍ଷ ଏହି ଅଭିଯୋଗକୁ ଖଣ୍ଡନ କରିଛନ୍ତି।
ଏହି ମାମଲାରେ ରାଜସ୍ଥାନ ସରକାର ଏକ ତଦନ୍ତ କମିଟି…