ଜୀବନ୍ତ ସହର ଭୁବନେଶ୍ୱର, କଳା, ସଂସ୍କୃତି, ସ୍ଥାପତ୍ୟ,ଐତିହ୍ୟ ଏବଂ ଭାଷାର ପେଣ୍ଠସ୍ଥଳୀ
ପୀୟୂଷ ରଞ୍ଜନ ରାଉତଙ୍କ ଆଲେଖ୍ୟ
ଅତୀତରେ ଭାରତର ସହରାଞ୍ଚଳ କଳା, ସଂସ୍କୃତି, ସ୍ଥାପତ୍ୟ,ଐତିହ୍ୟର ଭାଷା ଏବଂ ବେପାର ବାଣିଜ୍ୟର ପେଣ୍ଠସ୍ଥଳୀ ଭାବେ ପରିଗଣିତ ହୋଇ ଆସିଛନ୍ତି । ଫଳସ୍ୱରୂପ ଏହି ସହରମାନ ନିଜ ମଧ୍ୟରେ ଏକ ଐତିହାସିକ ପୃଷ୍ଠଭୂମି ସୃଷ୍ଟି କରିବାରେ ସକ୍ଷମ ହୋଇପାରିଛନ୍ତି। ଏହି…