Latest Odisha News
Browsing Tag

CBI On Sushant Singh Rajput Case

AIIMSର ନୂଆ ଖୁଲାସା, ସୁଶାନ୍ତଙ୍କୁ ଦିଆ ଯାଇନଥିଲା ବିଷ !

ମୁମ୍ବାଇ: ଅଭିନେତା ସୁଶାନ୍ତ ସିଂ ରାଜପୁତ ମୃତ୍ୟୁ ମାମଲାରେ ହୋଇଛି ନୂଆ ଖୁଲାସା । ସିବିଆଇ ସାମ୍ନାରେ ନୂଆ ତଥ୍ୟ ରଖିଛି ଏମ୍ସ । ଏମ୍ସର ସ୍ୱତନ୍ତ୍ର ଟିମ ସୁଶାନ୍ତ ମୃତ୍ୟୁର ବିଭିନ୍ନ ଦିଗ ଉପରେ ଯାଂଚ କରି ସିବିଆକୁ ରିପୋର୍ଟ ଦେଇଛି । ସୁଶାନ୍ତଙ୍କୁ ବିଷ ଦିଆଯାଇ ନାହିଁ । ସୁଶାନ୍ତଙ୍କ…

ସୁଶାନ୍ତଙ୍କ ଭଉଣୀ ଓ ରିୟାଙ୍କୁ ମୁହାଁମୁହିଁ ଜେରା କରିବ ସିବିଆଇ !

ମୁମ୍ବାଇ: ସୁଶାନ୍ତ ସିଂହ ରାଜପୁତ ମୃତ୍ୟୁ ମାମଲାରେ ସିବିଆଇ ରିୟାଙ୍କୁ ତିନି ଦିନ ହେବ ଝାଳବୁହା ଜେରା ଚଳାଇଛି । ତିନି ଦିନରେ ପାଖାପାଖି ୨୭ ଘଣ୍ଟା ଗୁଡ଼େଇ ତୁଡେଇ ପଚରାଉଚରା କରିଛି । ଆଜି ପୁଣି ଥରେ ସିବିଆଇ ଜେରାର ସାମନା କରିବେ ରିୟା ଚକ୍ରବର୍ତ୍ତୀ । ସେହିପରି ଆଜି ସୁଶାନ୍ତଙ୍କ ଭଉଣୀ…

ସୁଶାନ୍ତ ସିଂ ମୃତ୍ୟୁ ମାମଲା: ଭଉଣୀ ମିତୁ ସିଂଙ୍କୁ ସମନ, ସିବିଆଇ କରିବ ପଚରାଉଚରା

ମୁମ୍ବାଇ: ବଲିଉଡ ଅଭିନେତା ସୁଶାନ୍ତ ସିଂଙ୍କ ମୃତ୍ୟୁକୁ ୩ ମାସ ବିତି ଯାଇଥିଲେ ସୁଦ୍ଧା ଏବେ ବି ତାଙ୍କ ମୃତ୍ୟୁ ରହସ୍ୟ ଉପରୁ ପରଦା ଉଠିନି । ଏହି ମାମଲାରେ ସିବିଆଇ ତଦନ୍ତ ଜାରି ରଖିଛି । ବର୍ତ୍ତମାନ ସିବିଆଇ ସୁଶାନ୍ତ ସଂ ରାଜପୁତଙ୍କ ଭଉଣୀ ପ୍ରିୟଙ୍କା ସିଂ, ମିତୁ ସିଂ ଏବଂ ପ୍ରିୟଙ୍କାଙ୍କ…

ରିୟାଙ୍କ ବ୍ଲଡ୍ ସାମ୍ପୁଲ ନେବ ନାରକୋଟିକ୍ସ କଣ୍ଟ୍ରୋଲ ବ୍ୟୁରୋ

ଭୁବନେଶ୍ୱର: ସୁଶାନ୍ତ ସିଂ ରାଜପୁତ ମୃତ୍ୟୁ ମାମଲାର ତଦନ୍ତ ଆଗଉଛି । ସାମନାକୁ ଆସୁଛି ନୂଆ ନୂଆ ତଥ୍ୟ । ଅଡୁଆ ଭିତରେ ଫଶି ଚାଲିଛନ୍ତି ରିୟା ଚକ୍ରବର୍ତ୍ତୀ । ଏବେ ଡ୍ରଗ୍ସ ମାଫିଆଙ୍କ ସହ ରିୟାଙ୍କ ଲିଙ୍କ ସୂରାକ ମିଳିବା ପରେ ମାମଲା ରୁଜୁ କରି ଖୋଳତାଡ ଆରମ୍ଭ କରିଛି ନାରକୋଟିକ୍ସ କଣ୍ଟ୍ରୋଲ…