Latest Odisha News

BREAKING NEWS

Browsing Tag

celebration of Utkal diwas

ଅନଲାଇନ ମାଧ୍ୟମରେ ଓମାନ ଓଡ଼ିଆଙ୍କ ଦ୍ୱାରା ଉତ୍କଳ ଦିବସ ପାଳିତ

ମସକଟ : ଓମାନରେ ବସବାସ କରୁଥିବା ଓଡ଼ିଆ ମାନଙ୍କ ଦ୍ଵାରା ଅନଲାଇନ ମାଧ୍ୟମରେ ୮୫ତମ ଉତ୍କଳ ଦିବସ ପାଳିତ ହୋଇଯାଇଛି। ଓମାନ ରାଜଧାନୀ ମସକଟ ସ୍ଥିତ ଇଣ୍ଡିଆନ ସୋସିଆଲ କ୍ଳବ(ଆଇ.ଏସ୍‍.ସି) ର ଓଡ଼ିଆ ଶାଖା ଆନୁକୂଲ୍ୟରେ ଆୟୋଜିତ ଏହି ଭରଚୁଆଲ ଉତ୍ସବରେ ବିଭିନ୍ନ ଓଡ଼ିଆ ସମାଜର କର୍ମକର୍ତ୍ତା ,…

ଓଏସଏସ ପକ୍ଷରୁ ଜିତେନ୍ଦ୍ର ହରିପାଲଙ୍କୁ ଲାଇଫଟାଇମ ଆଚିଭମେଣ୍ଟ ଆୱାଡ଼ ପ୍ରଦାନ

ସିଙ୍ଗାପୁର : ଓଡ଼ିଆ ସୋସାଇଟି ଅଫ ସିଙ୍ଗାପୁର (ଓଏସଏସ) ପକ୍ଷରୁ ଆନ୍ଦନ ଓ ଉତ୍ସାହର ସହ ଅନଲାଇନ ମାଧ୍ୟମରେ ଉତ୍କଳ ଦିବସ ପାଳିତ ହୋଇଯାଇଛି। ଏହି ଅବସରରେ ଆଇସିସିଆର ମହା ନିର୍ଦ୍ଦେଶକ ଦିନେଶ କେ. ପଟ୍ଟନାୟକ ମୁଖ୍ୟ ଅତିଥି ଭାବରେ ଯୋଗ ଦେଇଥିଲେ।ସେ ଓଡ଼ିଶାର ଗୌରବମୟ ଅତୀତ ଓ ସମୃଦ୍ଧ…

ଅନଲାଇନ ମାଧ୍ୟମରେ ଉତ୍କଳ ଦିବସ ପାଳିତ

ଲଣ୍ଡନ : ଓଡ଼ିଆ ସାଂସ୍କୃତିକ ସଂଘ (ଓକାଲ) ଏବଂ ଓଡ଼ିଆ ସମାଜ ୟୁ.କେ (ଓସୁକା)ର ମିଳିତ ସହଯୋଗରେ ୮୫ତମ ଉତ୍କଳ ଦିବସ ଅନଲାଇନ ମାଧ୍ୟମରେ ପାଳିତ ହୋଇଯାଇଛି। ଏହି  କାର୍ଯ୍ୟକ୍ରମରେ ଆୟୋଜିତ ଭର୍ଚ୍ଚୁଆଲ ସଭାରେ ଅତିଥିମାନେ ଯୋଗଦେଇ ଉତ୍କଳ ଦିବସ ପାଳନର ବିଶେଷତ୍ୱ ଏବଂ ଭବିଷ୍ୟତ ପିଢ଼ୀକୁ ଓଡ଼ିଶାର…

ଭିଡିଓ କନଫରେନ୍ସିଂ ମାଧ୍ୟମରେ ଉତ୍କଳ ଦିବସ ପାଳିତ

ବାଙ୍ଗାଲୋର : ସର୍ବପୁରାତନ ଓଡ଼ିଆ ଅନୁଷ୍ଠାନ ଓଡ଼ିଶା ସାଂସ୍କୃତିକ ସଂଘ ( ଓସିଏ) ତରଫରୁ ଅନଲାଇନ ମାଧ୍ୟମରେ ହୋଇଯାଇଛି। ଏହି ଅବସରରେ ଭିଡ଼ିଓ କନଫରେନସିଂ ଜରିଆରେ ଓସିଏର ସଭାପତି ଡ. ସୌଦାମିନୀ ମହାପାତ୍ର ଙ୍କ ପୌରହିତ୍ୟରେ ଆୟୋଜିତ ଏହି ସଭାରେବାଙ୍ଗାଲୋରର ସାଂସଦ ପି. ସି. ମୋହନ ଓଡ଼ିଶାର…

ଭରଚୁଆଲ ମୋଡ଼ରେ ଉତ୍କଳ ଦିବସ ପାଳିତ

ମୁମ୍ବାଇ : ପ୍ରବାସୀ ସାହିତ୍ୟ ସମ୍ଭାର ମୁମ୍ବଇ ଏବଂ ମହାରାଷ୍ଟ୍ର ଓଡ଼ିଆ କଲ୍ୟାଣ ସଂଘ(ମୋୱା) ମିଳିତ ଉଦ୍ୟମରେ  ଭରଚୁଆଲ ମୋଡ଼ରେ ଉତ୍କଳ ଦିବସ ପାଳନ ହୋଇଯାଇଛି। ଏହି କାର୍ଯ୍ୟକ୍ରମ ରୁଦ୍ରରୁପା ବ୍ରହ୍ମାଙ୍କ ବନ୍ଦେ ଉତ୍କଳ ଜନନୀ ସଙ୍ଗୀତରୁ ଆରମ୍ଭ ହୋଇଥିଲା ପରେ ପରେ ମୋୱାର ସଭାପତି ଭଗବାନ…