ବ୍ୟାଣ୍ଡ ବାଜା ରୋଷଣୀରେ ଘରକୁ ଆସିଲା କନ୍ୟା ରତ୍ନ
ଚଣ୍ଡିଗଡ଼ : ସାଧାରଣତଃ ପ୍ରତ୍ୟେକ ପରିବାରରେ ପୁଅକୁ ସମସ୍ତେ ଅଧିକ ଭଲପାଆନ୍ତି । ଆଉ ଝିଅକୁ ନେଇ ସମସ୍ତେ ନାନା କଥା କହିଥାଆନ୍ତି । ଝିଅ ଜନ୍ମ ନେଇ ଖୁସି ନଥିବା ବେଳେ ଅଧିକାଂଶ ଗର୍ଭପାତ ମଧ୍ୟ କରିଥାଆନ୍ତି । ତେବେ ଏହାରି ଭିତରେ ଏକ ଦୃଶ୍ୟ ସାମ୍ନାକୁ ଆସିଛି । ଝିଅ ଜନ୍ମ ହେବା ଖୁସିରେ…