Latest Odisha News
Browsing Tag

chandikhol

ଅଧା ରହିଲା ଜଗା ଦର୍ଶନ, ସଡ଼କ ଦୁର୍ଘଟଣାରେ ଚାଲିଗଲା ୩ ଜୀବନ  

ଚଣ୍ଡିଖୋଲ : ବାଇକ୍‌କୁ ପିଟିଲା ଅଜଣା ଗାଡ଼ି । ଚାଲିଗଲା ୩ ଜୀବନ । ଚଣ୍ଡିଖୋଲ ଜାତୀୟ ରାଜପଥ କଢ଼େଇ ଛକରେ ଦୁର୍ଘଟଣା ଘଟିଛି । ଏହି ଦୁର୍ଘଟଣାରେ ୩ ଜଣଙ୍କ ମୃତ୍ୟୁ ହୋଇଛି । ଘଟଣାସ୍ଥଳରେ ପୋଲିସର ତଦନ୍ତ ଜାରି ରହିଛି । ସୂଚନା ଅନୁଯାୟୀ, ଗତକାଲି ବିଳମ୍ବିତ ରାତିରେ ୩ ବନ୍ଧୁ ପୁରୀ…

ଦର୍ଶକଙ୍କ ମନ ମୋହୁଛି ଛତିଆ ବାଲିଯାତ୍ରାରେ ଅଘୋରି ନୃତ୍ୟ

ଚଣ୍ଡିଖୋଲ : ସୋଲାର ଛତିଆ ଅଞ୍ଚଳରେ ଜମୁଛି ବାଲିଯାତ୍ରା । ୨ ବର୍ଷର କରୋନା କଟକଣା ପରେ ଏଥର ଝଲସୁଛି ଏହି ବାଲିଯାତ୍ରା । ରଙ୍ଗାରଙ୍ଗ ଆଲୋକ ସାଙ୍ଗକୁ ଗୀତ ନାଚରେ ଝୁମୁଛନ୍ତି ଦର୍ଶକ  । ବିଶେଷ କରି ଏହି ଯାତ୍ରାରେ ଲୋକଙ୍କ ଆର୍କଷଣର କେନ୍ଦ୍ରବିନ୍ଦୁ ପାଲଟିଛି ଅଘୋରୀ ନୃତ୍ୟ । ଏହି…

ଶିକାର କରିବାକୁ ଯାଉଥିବା ବେଳେ ଶିକାରୀଙ୍କୁ ଧରିଲା ବନ ବିଭାଗ, ଦେଶୀ ବନ୍ଧୁକ ଓ ବାଇକ୍ ଜବତ

ଚଣ୍ଡିଖୋଲ: କଟକ ବନଖଣ୍ଡ ଅଧୀନ ବୈରୀ ଡାଳିଯୋଡା ରେଞ୍ଜ ଅଧୀନ ମଙ୍ଗରାଜପୁର ଅଂଚଳରୁ ଦୁଇ ଶିକାରୀ ଗିରଫ ହୋଇଛନ୍ତି । ସେମାନଙ୍କ ନିକଟରୁ ଦେଶୀ ବନ୍ଧୁକ ଜବତ କରାଯାଇଛି । ଦୁଇ ଜଣ ଶିକାରୀ ମଙ୍ଗରାଜପୁର ଅଂଚଳରେ ଜଙ୍ଗଲକୁ ଶିକାର ପାଇଁ ବାଇକରେ ଯାଉଥିବା ବେଳେ ବନ ବିଭାଗ ଅଧିକାରୀ ସେମାନଙ୍କ ପିଛା…