Latest Odisha News

BREAKING NEWS

Browsing Tag

Chitralekha

ଛାୟାଲିପି : ରୂପକଥାରୁ ଚିତ୍ର ଜଗତ

ଏହି ସମୟ ପର୍ଯ୍ୟନ୍ତ ଯେତିକି ଚଳଚ୍ଚିତ୍ର ପତ୍ରିକା ପ୍ରକାଶିତ ହୋଇଛି ଓ  ଯେଉଁସବୁର ଚର୍ଚ୍ଚା ଏହି ସ୍ତମ୍ଭରେ ହୋଇସାରିଛି, ତାହାର ଭାଷାଗତ ବୈଚିତ୍ରକୁ ଏଥର ସୂଚୀତ କରିଦିଏ । ସହଜ ଭାଷାର ପ୍ରୟୋଗ ଓ ଅଳଙ୍କାରହୀନ ବାକ୍ୟଗଠନର ଯେଉଁ ପ୍ରକ୍ରିୟା ପ୍ରଥମ ଚଳଚ୍ଚିତ୍ର ପତ୍ରିକା ‘ସିନେ…

ଚିତ୍ରଲେଖା: ସ୍ୱଳ୍ପାୟୁ କିନ୍ତୁ ପ୍ରଭାବୀ

ଭାଗ-୬ ‘ଚିତ୍ରଲେଖା’ ଏକ ଚଳଚ୍ଚିତ୍ର ପତ୍ରିକା ବୋଲି ପ୍ରକାଶନ ସଂସ୍ଥା ପକ୍ଷରୁ ଘୋଷଣା କରିବା ସତ୍ତ୍ୱେ ଏହାର ଲେଖା ଓ ବିଷୟ ଚୟନରେ ଅଧିକାଂଶରେ ସାହିତ୍ୟ, ଖେଳକୁଦ, ସ୍ୱାସ୍ଥ୍ୟ ଓ କୌତୁକ ଆଧାରିତ  ପ୍ରାଧାନ୍ୟ ପାଇଥିଲା । ଚଳଚ୍ଚିତ୍ର ସମ୍ବନ୍ଧିତ ଲେଖା ଥିଲା କିନ୍ତୁ ତିରିଶ ପ୍ରତିଶତରେ…

ଚିତ୍ରଲେଖା: ଚଳଚ୍ଚିତ୍ର ନିର୍ମାଣ ପାଇଁ ପତ୍ରିକା

ଭାଗ- ୫ ଗତ ଲେଖାରେ ମୁଁ ସ୍ପଷ୍ଟ କରିଥିଲି ଯେ ଓଡ଼ିଶାର ଦ୍ୱିତୀୟ ଚଳଚ୍ଚିତ୍ର ପତ୍ରିକା ଥିଲା ‘କଳାଶ୍ରୀ’ । ବ୍ରହ୍ମପୁରରୁ ପ୍ରକାଶିତ ହେଉଥିବା ସମ୍ବାଦପତ୍ର ‘ନବୀନ’ର ସହଯୋଗୀ ପ୍ରକାଶନ ଭାବରେ ଚଳଚ୍ଚିତ୍ର ପତ୍ରିକା ‘କଳାଶ୍ରୀ’ ଆତ୍ମପ୍ରକାଶ କଲା ୧୯୫୧ ମସିହା ଅଗଷ୍ଟ ମାସରେ । ସେହି ଅଗଷ୍ଟ…