ଧାରାବାହିକ ଉପନ୍ୟାସ : ଚୋରାବାଲି (୩୯)
ସ୍ୱର୍ଣ୍ଣଲତା ମହାପାତ୍ରଙ୍କ ଧାରାବାହିକ ଉପନ୍ୟାସ ‘ଚୋରାବାଲି’ ଭାଗ : ୩୯
କିଛି କହିବାର ଥିଲା? ସୁକାନ୍ତିର ଅନ୍ୟମନସ୍କତା ଓ ଅସ୍ଥିର ଭାବକୁ ଲକ୍ଷ କରି ପ୍ରଶ୍ନ କଲା କୁମାର ।
ଆଜ୍ଞା । ମୁଁ ଟିକେ ଯାଇଥାଆନ୍ତି । ମାଆ ତ ଶୋଇଛନ୍ତି,
ଅତି ବିନମ୍ର ଭାବରେ ତଳକୁ ମୁହଁ ପୋତି କଥା ପଦିକ…