Latest Odisha News

BREAKING NEWS

Browsing Tag

College

ନବୀନଙ୍କ ଫୋକସରେ ସ୍ୱାସ୍ଥ୍ୟସେବା, କାର୍ଯ୍ୟକ୍ଷମ ହେବାକୁ ଯାଉଛି ଆଉ ୩ ମେଡିକାଲ କଲେଜ ଓ ହସ୍‌‌ପିଟାଲ

ଭୁବନେଶ୍ବର : ଚଳିତ ବର୍ଷ ଅକ୍ଟୋବର ମାସରେ କାର୍ଯ୍ୟକ୍ଷମ ହେବାକୁ ଯାଉଛି, ତାଳଚେର ମେଡିକାଲ କଲେଜ ଓ ହସ୍‌‌ପିଟାଲ। ତାଳଚେର ମେଡିକାଲ କଲେଜ ସମ୍ପର୍କରେ ନିକଟରେ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗର ଶାସନ ସଚିବ ଶାଳିନୀ ପଣ୍ଡିତଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ବୈଠକରେ ଆଲୋଚନା ହୋଇଛି।…

[ଦେଖନ୍ତୁ ଭିଡିଓ] ପିଲାଙ୍କ ଭବିଷ୍ୟତକୁ ନେଇ ଖେଳ, ଅନ୍ଧାରରେ ଚାଲିଛି ଖାତା ମୂଲ୍ୟାୟନ ଓ ପରୀକ୍ଷା

ନବରଙ୍ଗପୁର: ପରୀକ୍ଷା ଅନ୍ଧାରରେ, ଖାତା ଦେଖା ଚାଲିଛି ମୋବାଇଲ୍ ଲାଇଟରେ । ନବରଙ୍ଗପୁର ମହାବିଦ୍ୟାଳୟରେ ମୋବାଇଲ୍ ଲାଇଟରେ ଯୁକ୍ତ ଦୁଇ ଶେଷ ବର୍ଷ ଛାତ୍ରଛାତ୍ରୀଙ୍କ ପରୀକ୍ଷା ଖାତା ଦେଖା ଚାଲିଛି । ମାତୃଭାଷା ଓଡ଼ିଆ ଏବଂ ଅର୍ଥନୀତି ଖାତାକୁ ଅଧ୍ୟାପକ ମାନେ ମୋବାଇଲର ଲାଇଟ୍ ମାରି ମୂଲ୍ୟାଙ୍କନ…

୧୩ରୁ କଲେଜ ଛାତ୍ରଛାତ୍ରୀଙ୍କ ଅନ୍‌ଲାଇନ୍ କ୍ଲାସ

ଭୁବନେଶ୍ୱର: ଆସନ୍ତା ୧୩ରୁ କଲେଜ ପିଲାଙ୍କ ପାଇଁ ଆରମ୍ଭ ହେବ ଅନ୍‌ଲାଇନ୍ କ୍ଲାସ । ୟୁଜି ଏବଂ ପିଜି ପିଲାଙ୍କ ପାଇଁ ଏହି ଅନ୍‌ଲାଇନ୍ କ୍ଲାସ ଆରମ୍ଭ ହେବ । ଏନେଇ ଉଚ୍ଚଶିକ୍ଷା ବିଭାଗ ଗାଇଡଲାଇନ୍ ଜାରି କରିଛନ୍ତି । ଡିଗ୍ରୀ କଲେଜ ଅଧ୍ୟକ୍ଷମାନଙ୍କୁ ଉଚ୍ଚଶିକ୍ଷା ସଚିବ ୧୩ରୁ ଅନ୍‌ଲାଇନ୍ କ୍ଲାନ୍…

ଅଗଷ୍ଟ ୧୫ ପରେ ଖୋଲିପାରେ ସ୍କୁଲ, କଲେଜ

ନୂଆଦିଲ୍ଲୀ: କରୋନା ସଙ୍କଟ କାରଣରୁ ଦେଶର ଶିକ୍ଷା ବ୍ୟବସ୍ଥା ମଧ୍ୟ ଗୁରୁତର ଭାବେ ପ୍ରଭାବିତ ହୋଇଛି। କରୋନା ଭାଇରସ୍‌ ଲକ୍‌ଡାଉନ୍‌ କାରଣରୁ ମାର୍ଚ୍ଚ ମାସରୁ  ସ୍କୁଲ-କଲେଜ୍ ବନ୍ଦ ରହିଛି। ହେଲେ ଅଗଷ୍ଟ ମାସରେ ସ୍କୁଲ-କଲେଜ୍ ଖୋଲିବାର ସମ୍ଭାବନା ରହିଛି। ଦେଶର ମାନବ ସମ୍ବଳ ବିକାଶ ମନ୍ତ୍ରୀ…

ଅଗଷ୍ଟରେ ଖୋଲିବ ବିଶ୍ୱବିଦ୍ୟାଳୟ !

ନୂଆଦିଲ୍ଲୀ: ଆସନ୍ତା ଅଗଷ୍ଟ ମାସରେ ପୁନର୍ବାର ବିଶ୍ୱବିଦ୍ୟାଳୟ ଖୋଲିବା ସହିତ ସେପ୍ଟେମ୍ବରରେ ବିଭିନ୍ନ ଶ୍ରେଣୀଗୁଡ଼ିକରେ ସମସ୍ତ ପାଠ୍ୟକ୍ରମ ଆରମ୍ଭ ହେବା ନେଇ ୟୁନିଭର୍ସିଟି ଗ୍ରାଣ୍ଟ୍ କମିଶନ (ୟୁଜିସି)ର ଏକ୍ସପର୍ଟ କମିଟି ବୁଧବାର ଦିନ ସୂଚନା ପ୍ରଦାନ କରିଛି । ଦେଶରେ କରୋନା ମହାମାରୀ…