Latest Odisha News

BREAKING NEWS

Browsing Tag

Congress Hartal

‘ଜୋକ୍’ରେ ପରିଣତ ହୋଇଛି କଂଗ୍ରେସର ହରତାଳ, ବିଜେଡି କଲା ସମାଲୋଚନା

ଭୁବନେଶ୍ବର : କଂଗ୍ରେସର ୬ ଘଣ୍ଟିଆ ହରତାଳକୁ ନେଇ ତୀବ୍ର ସମାଲୋଚନା କରିଛି ବିଜେଡି । କଂଗ୍ରେସର ଏହି ହରତାଳ ଜୋକରେ ପରିଣତ ହୋଇଛି । କୋଭିଡ ମହାମାରୀ ସମୟରେ ବିଜେପି ପ୍ରାୟୋଜିତ କଂଗ୍ରେସର ଏହି ହରତାଳ ରାଜ୍ୟବାସୀଙ୍କ ପାଇଁ ଏକ ନିଷ୍ଠୁରତା ବୋଲି କହିଛନ୍ତି ବିଜେଡିର ରାଷ୍ଟ୍ରୀୟ…

ରାଜ୍ୟବାପୀ କଂଗ୍ରେସର ଶାନ୍ତିପୂର୍ଣ୍ଣ ହରତାଳ: ଗଡୁଛି ଗାଡ଼ି, ଖୋଲିଛି ଦୋକାନ

ଭୁବନେଶ୍ୱର: ମହାଲିଙ୍ଗ ସନସାଇନ୍ ପବ୍ଲିକ ସ୍କୁଲ ଅଧ୍ୟକ୍ଷା ମମିତା ମେହେରଙ୍କୁ ନ୍ୟାୟ ଓ ମନ୍ତ୍ରୀ ଦିବ୍ୟଶଙ୍କର ମିଶ୍ରଙ୍କୁ ବହିଷ୍କାର ଦାବିରେ ଓଡ଼ିଶାରେ 6 ଘଣ୍ଟିଆ ହରତାଳ କରୁଛି କଂଗ୍ରେସ । ଶାନ୍ତିପୂର୍ଣ୍ଣ ଭାବରେ ଦଳୀୟ ନେତା ଓ କର୍ମୀ ରାଜ୍ୟବ୍ୟାପୀ ହରତାଳ କରୁଛନ୍ତି । କେଉଁଠି…

ଓଡ଼ିଶାରେ କଂଗ୍ରେସର ୬ ଘଣ୍ଟିଆ ହରତାଳ ପାଳନ

ଭୁବନେଶ୍ୱର: ଆଜି ଓଡ଼ିଶା ବନ୍ଦ ପାଳନ କରୁଛି କଂଗ୍ରେସ । ସକାଳ ୬ଟାରୁ ରାଜ୍ୟବ୍ୟାପୀ ୬ ଘଣ୍ଟିଆ ହରତାଳ କରିଛି ଦଳ । ମହାଲିଙ୍ଗ ଶିକ୍ଷୟିତ୍ରୀ ମମିତା ମେହେର ହତ୍ୟା ମାମଲାରେ ଗୃହ ରାଷ୍ଟ୍ରମନ୍ତ୍ରୀ ଦିବ୍ୟଶଙ୍କର ମିଶ୍ରଙ୍କ ବହିଷ୍କାର ଦାବିରେ କଂଗ୍ରେସ ଏହି ହରତାଳ କରୁଛି । ହାଇକୋର୍ଟଙ୍କ…