Latest Odisha News
Browsing Tag

congress

ଲଦାଖରେ ୨୪ ଜିତିବା ଗ୍ୟାରେଣ୍ଟି ଦେଲେ, ଏବେ ଶ୍ରୀନଗରରେ ହାଉସବୋଟରେ ରାହୁଲ!

ଭୁବନେଶ୍ୱର: ନିଜର ଲଦାଖ ଗସ୍ତ ସାରି କଂଗ୍ରେସ ନେତା ରାହୁଲ ଗାନ୍ଧୀ ଶ୍ରୀନଗର ଗସ୍ତ କରିଛନ୍ତି। ଦୁଇଦିନିଆ ଶ୍ରୀନଗର ଗସ୍ତରେ ଆସି ରାହୁଲ ପହଂଚିବା ପରେ ମା ସୋନିଆ ଗାନ୍ଧୀ ମଧ୍ୟ ଶ୍ରୀନଗରରେ ପହଂଚିଛନ୍ତି। ଯାହାକୁ ନେଇ ରାଜନୈତିକ ଚର୍ଚ୍ଚା ଜୋର ଧରିଛି। ଚଳିତ ମାସ ୧୭ ତାରିଖରୁ ୨୫ ତାରିଖ…

ବିରୋଧୀ ମେଣ୍ଟ ପ୍ରଥମେ ‘ଇଣ୍ଡିଆ’ ନେଲେ, ଏବେ ନେବେ ଜାତୀୟ ପତାକା ରଙ୍ଗ!

ଭୁବନେଶ୍ୱର: ଅଗଷ୍ଟ ୩୧ ଓ ସେପ୍ଟେମ୍ବର ୧ ତାରିଖ ଦୁଇ ଦିନ ଧରି ମୁମ୍ବାଇରେ ଅନୁଷ୍ଠିତ ହେବାକୁ ଥିବା ବିରୋଧୀ ମେଣ୍ଟ ଇଣ୍ଡିଆର ତୃତୀୟ ବୈଠକ ଉପରେ ସମସ୍ତଙ୍କର ନଜର ରହିଛି। ଏହି ବୈଠକରେ ମେଣ୍ଟର ପ୍ରମୁଖ ନିଷ୍ପତ୍ତି ସବୁ ନିଆଯିବ। ସେ ଭିତରେ ମେଣ୍ଟର ଲୋଗୋକୁ ନେଇ ଆଲୋଚନା ଜୋର ଧରିଛି।…

ମନ୍ତ୍ରୀଙ୍କୁ ଫେଲ ହେବା ଡର ! କହିଲେ ମୋତେ ପାସ କରେଇଦିଅ

ଭୁବନେଶ୍ୱର: ରାଜସ୍ଥାନରେ ବିଧାନସଭା ନିର୍ବାଚନ ପୂର୍ବରୁ ବିଭିନ୍ନ ରାଜନୈତିକ ଦଳ ମଧ୍ୟରେ ଲଢେ଼ଇ ତୀଵ୍ର ହେବାରେ ଲାଗିଛି। ବିଶେଷ କରି କ୍ଷମତାସୀନ କଂଗ୍ରେସ ଓ ବିଜେପି ମଧ୍ୟରେ ବାକଯୁଦ୍ଧ ତୀଵ୍ର ହେବାରେ ଲାଗିଛି। ସେପଟେ ନିର୍ବାଚନରେ ପ୍ରମୁଖ ନେତାମାନେ କିଭଳି ନିର୍ବାଚନ ଜିତିବେ ସେ ନେଇ…

ରାହୁଲଙ୍କ ଗ୍ୟାରେଣ୍ଟି, ‘ବିଜେପିକୁ ହରାଇଦେଵ କଂଗ୍ରେସ’

ଭୁବନେଶ୍ୱର: ଦେଶର ସାଧାରଣ ନିର୍ବାଚନ ପାଖେଇ ଆସୁଥିବାବେଳେ ବିଭିନ୍ନ ପ୍ରକାର ସର୍ଭେ ପଦାକୁ ଆସୁଛି। ଏନଡିଏ ନା ଇଣ୍ଡିଆ କିଏ ଜିତିବ ତାକୁ ନେଇ ଭିନ୍ନ ଭିନ୍ନ ତଥ୍ୟ ବାହାରକୁ ଆସୁଛି। ଏଭଳି ସ୍ଥିତିରେ କଂଗ୍ରେସ ନେତା ରାହୁଲ ଗାନ୍ଧୀଙ୍କ ଏକ ମନ୍ତବ୍ୟ ଚର୍ଚ୍ଚାର ପ୍ରସଙ୍ଗ ପାଲଟିଛି। ୨୦୨୪…

ଅଧିକ ଥର ଜିତିଥିଲେ ମିଳିବନି ବିଜେପି ଟିକେଟ!

ଭୁବନେଶ୍ୱର: ମଧ୍ୟପ୍ରଦେଶ ଓ ଛତିଶଗଡ଼ ବିଧାନସଭା ନିର୍ବାଚନ ପାଇଁ ଆଗୁଆ ପ୍ରାର୍ଥୀ ଘୋଷଣା କରିଥିବା ବିଜେପି ଏବେ ରାଜସ୍ଥାନ ଓ ତେଲେଙ୍ଗାନା ପାଇଁ ପ୍ରାର୍ଥୀ ଘୋଷଣା କରିବାକୁ ଯାଉଛି। ଆସନ୍ତା ସପ୍ତାହରେ ଦଳ ଉଭୟ ରାଜ୍ୟର ବିଧାନସଭା ନିର୍ବାଚନ ପାଇଁ ପ୍ରାର୍ଥୀ ଘୋଷଣା କରିବ। ଦେଶର…

ଏମପିରେ ହିନ୍ଦୁତ୍ୱକୁ ନେଇ ଫସିଲା କଂଗ୍ରେସ ! ଟାର୍ଗେଟ କଲେ ଦଳୀୟ ନେତା

ଭୁବନେଶ୍ୱର: ମଧ୍ୟପ୍ରଦେଶ ବିଧାନସଭା ନିର୍ବାଚନ ପୂର୍ବରୁ କଂଗ୍ରେସର ହିନ୍ଦୁତ୍ୱ କାର୍ଡ ଦେଖିବାକୁ ମିଳୁଛି। ମଧ୍ୟପ୍ରଦେଶର ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ପିସିସି ସଭାପତି କମଳନାଥ ବିଭିନ୍ନ ମାଧ୍ୟମରେ ହିନ୍ଦୁତ୍ୱକୁ ଗୁରୁତ୍ୱ ଦେଉଛନ୍ତି। ଯାହାକୁ ନେଇ ଦଳର ସଂଖ୍ୟାଲଘୁ ନେତା ଦଳୀୟ ନେତୃତ୍ୱ…

ଛତିଶଗଡରେ କଂଗ୍ରେସର ଜିତିବା ଚିନ୍ତା, ଉପମୁଖ୍ୟମନ୍ତ୍ରୀଙ୍କ ପାଦ ଛୁଇଁଲେ ମୁଖ୍ୟମନ୍ତ୍ରୀ ବଘେଲ

ଭୁବନେଶ୍ୱର: ଛତିଶଗଡରେ ରାଜନୈତିକ ପରିବେଶ ଦିନକୁ ଦିନ ଉଷ୍ମ ହେବାରେ ଲାଗିଛି। ନିର୍ବାଚନ ତାରିଖ କୌଣସି ମୁହୂର୍ତ୍ତରେ ଘୋଷଣା ହୋଇପାରେ। ଚଳିତ ବର୍ଷ ଶେଷ ଭାଗରେ ନିର୍ବାଚନ ହେବାକୁ ଥିବାବେଳେ ବିଜେପି ନିଜର ପ୍ରଥମ ପର୍ଯ୍ୟାୟ ପ୍ରାର୍ଥୀ ତାଲିକା ଘୋଷଣା କରିସାରିଛି। ସେପଟେ ଇଣ୍ଡିଆ…

ପ୍ରତିଶୋଧ ମୁଡରେ କଂଗ୍ରେସ, ବିଜେପିକୁ ସଫା କରିବାକୁ ‘ଅପରେସନ ପାମ’!

ଭୁବନେଶ୍ୱର: କର୍ଣ୍ଣାଟକରେ ଯେସାକୁ ତେସା ନ୍ୟାୟରେ କଂଗ୍ରେସ କାର୍ଯ୍ୟ କରୁଥିବା ଦେଖିବାକୁ ମିଳୁଛି। ସରକାରକୁ ଆସିବା ପରେ ପୂର୍ବ ବିଜେପି ସରକାର ଦ୍ୱାରା କରାଯାଇଥିବା ବହୁ କାର୍ଯ୍ୟ ଉପରେ ରୋକ ଲଗାଇବା ସହ କଂଗ୍ରେସ ସରକାର କଡା ପଦକ୍ଷେପ ନେଉଛି। ଅନ୍ୟପକ୍ଷରେ କର୍ଣ୍ଣାଟକରେ କଂଗ୍ରେସ…

ରାହୁଲଙ୍କ ମାୟାଜାଲରେ ବିଜେପି!

ଭୁବନେଶ୍ୱର: ଲଦାଖ ଗସ୍ତରେ ଥିବା କଂଗ୍ରେସ ନେତା ରାହୁଲ ଗାନ୍ଧୀ ଭାରତ ଯୋଡୋ ଯାତ୍ରା ଶୈଳୀରେ କାର୍ଯ୍ୟ କରୁଛନ୍ତି। କନ୍ୟାକୁମାରୀରୁ କାଶ୍ମୀର ପର୍ଯ୍ୟନ୍ତ ଭାରତ ଯୋଡୋ ଯାତ୍ରା ମାଧ୍ୟମରେ ଏକ ବଡ଼ ବାତାବରଣ ସୃଷ୍ଟି କରିବାରେ ସଫଳ ହୋଇଥିବା ରାହୁଲ ତା ପରେ ସେଭଳି ଢାଞ୍ଚାରେ ହିଁ କାର୍ଯ୍ୟ…

‘ମଧ୍ୟପ୍ରଦେଶ ରାଜନୀତି’, ସିନ୍ଧିଆଙ୍କୁ ପାଖକୁ ନେଇ ବଡ଼ ଝଟକା ଦେଲା ବିଜେପି !

ଭୁବନେଶ୍ୱର: ଚଳିତ ବର୍ଷ ଶେଷରେ ହେବାକୁ ଥିବା ପାଞ୍ଚୋଟି ରାଜ୍ୟର ବିଧାନସଭା ନିର୍ବାଚନ ମଧ୍ୟରେ ମଧ୍ୟପ୍ରଦେଶ ସବୁଠୁ ଅଧିକ ଚର୍ଚ୍ଚାରେ ରହିଛି। ୨୦୧୮ ମସିହା ନିର୍ବାଚନରେ ସେଠାରେ କଂଗ୍ରେସ ଜିତି ସରକାର ଗଢ଼ିଥିଲେ ମଧ୍ୟ ନିଜ ଦଳର ନେତା ଜ୍ୟୋତିରାଦିତ୍ୟ ସିନ୍ଧିଆଙ୍କ ବିଦ୍ରୋହ ଯୋଗୁ ସରକାର…