‘ରାହୁଲଙ୍କ ବଙ୍ଗଳା’, ଏବେ ଖାଁ ଖାଁ
ଭୁବନେଶ୍ୱର: ୧୨ ତୋଗଲକ ଲେନରେ ଆଉ ଦେଖିବାକୁ ମିଳିବନି କଂଗ୍ରେସ ନେତା କର୍ମୀଙ୍କ ଗହଳିଚହଳି। ଆଉ ଲାଗିବନି ଭିଡ଼। କାହିଁକି ନା କଂଗ୍ରେସ ନେତା ତଥା ପୂର୍ବତନ କଂଗ୍ରେସ ସଭାପତି ରାହୁଲ ଗାନ୍ଧୀ ସେ ସରକାରୀ ବଙ୍ଗଳା ଛାଡିଛନ୍ତି। ଯାହାକୁ ନେଇ କଂଗ୍ରେସ ମହଲରେ ଜୋରଦାର ଚର୍ଚ୍ଚା।
ଜାତୀୟ ଦଳ…