Latest Odisha News

BREAKING NEWS

Browsing Tag

congress

ଦଳୀୟ ନେତାଙ୍କୁ ଚେଲ୍ଲାକୁମାରଙ୍କ ଗୁରୁମନ୍ତ୍ର

ଭୁବନେଶ୍ୱର: ରାଜ୍ୟରେ ଉପନିର୍ବାଚନ ପାଇଁ ରାଜନୀତି ସରଗରମ ଥିବା ବେଳେ କଂଗ୍ରେସ ଦଳକୁ ମଜଭୁତ କରିବାକୁ ଚଳାଇଛି ଉଦ୍ୟମ । ଆଜି ନବ ନିଯୁକ୍ତ ଜିଲ୍ଲା ସଭାପତିଙ୍କୁ ଭେଟି ଗୁରୁମନ୍ତ୍ର ଦେଇଛନ୍ତି ଦଳର ରାଜ୍ୟ ପ୍ରଭାରୀ ଚେଲ୍ଲାକୁମାର । ପିସିସି ପରିବର୍ତ୍ତନ ନେଇ ରାଜ୍ୟ କଂଗ୍ରେସରେ ଚାଲୁଥିବା…

୩୩ ଜଣ ସାଂଗଠନିକ ଜିଲ୍ଲା ସଭାପତିଙ୍କୁ କଂଗ୍ରେସର ନିଯୁକ୍ତି

ଭୁବନେଶ୍ୱର: ଅଲ୍ ଇଣ୍ଡିଆ କଂଗ୍ରେସ କମିଟି ପକ୍ଷରୁ ରବିବାର ଦିନ ଓଡ଼ିଶାର ଜିଲ୍ଲା ଓ ସହର ପାଇଁ ସାଂଗଠନିକ ସଭାପତି ନିଯୁକ୍ତ କରାଯାଇଛି। ଜାଣନ୍ତୁ କେଉଁ ଜିଲ୍ଲାରୁ କାହାକୁ ମିଳିଛି ଦାୟିତ୍ଵ- ଅନୁଗୁଳ-  ବିପ୍ଳବ ଜେନା ବଲାଙ୍ଗିର- ଦିଲୀପ କୁମାର ବେହେରା ବରଗଡ଼- ନିହାର…

ବାଲେଶ୍ୱର ସଦର ଓ ତିର୍ତ୍ତୋଲ ଉପନିର୍ବାଚନ: କଂଗ୍ରେସ ଘୋଷଣା କଲା ପ୍ରାର୍ଥୀଙ୍କ ନାମ

ଭୁବନେଶ୍ୱର: ବାଲେଶ୍ୱର ସଦର ଓ ତିର୍ତ୍ତୋଲ ଉପନିର୍ବାଚନ ପାଇଁ ଆଜି କଂଗ୍ରେସ ପକ୍ଷରୁ ପ୍ରାର୍ଥୀ ଘୋଷଣା କରାଯାଇଛି । ବାଲେଶ୍ୱର ସଦର ପାଇଁ ଦଳ ମମତା କୁଣ୍ଡୁଙ୍କୁ ଓ ତିର୍ତ୍ତୋଲ ପାଇଁ ବିଂମାଶୁ ଭୂଷଣ ମଲ୍ଲିକଙ୍କୁ ଟିକେଟ୍ ମିଳିଛି । ଦଳର ନୂଆ ମୁହଁ ଭାବେ ନିର୍ବାଚନକୁ ଓହ୍ଲାଇଥିବା…

କଂଗ୍ରେସ ଛାଡିଲେ ଖୁସବୁ

ଚେନ୍ନାଇ: କଂଗ୍ରେସକୁ ପୁଣି ଝଟ୍‌କା । ଦଳ ଛାଡିଲେ ଲୋକପ୍ରିୟ ଅଭିନେତ୍ରୀ ଖୁସବୁ ସୁନ୍ଦର । ସେ ଆଜି କଂଗ୍ରେସକୁ ବାଏ ବାଏ କହିଛନ୍ତି । ଦୀର୍ଘ ୬ ବର୍ଷ ଧରି କଂଗ୍ରେସ ସହ ଜଡିତ ଥିବା ଖୁସବୁ ଆଜି କଂଗ୍ରେସରୁ ଇସ୍ତଫା ଦେଇଛନ୍ତି । ସେ ତାଙ୍କ ଇସ୍ତଫା ପତ୍ର ଦଳର ଅଧ୍ୟକ୍ଷ ସୋନିଆ ଗାନ୍ଧୀଙ୍କୁ…

କୃଷି ଆଇନକୁ ବିରୋଧ: ରାଜ୍ୟ କଂଗ୍ରେସର ବିରାଟ ଶୋଭାଯାତ୍ରା, ବିକ୍ଷୋଭ

ଭୁବନେଶ୍ୱର: କେନ୍ଦ୍ର ସରକାରଙ୍କ ନୂଆ କୃଷି ଆଇନକୁ ବିରୋଧ । ରାଜ୍ୟ କଂଗ୍ରେସର ରାଜଭବନକୁ ଯାତ୍ରା । ଭୁବନେଶ୍ୱରେ କଂଗ୍ରେସ ପକ୍ଷରୁ କୃଷି ଆଇନ୍ ବିରୋଧରେ ଜୋରଦାର ବିକ୍ଷୋଭ ପ୍ରଦର୍ଶନ କରାଯାଇଛି । ବିରଷ୍ଠ କଂଗ୍ରେସ ନେତା ସୁର ରାଉତରାୟ, ପୂର୍ବତନ ପିସିସି ସଭାପତି ଜୟଦେବ ଜେନା, ଶରତ ରାଉତ,…

ବିଦ୍ୟୁତ ଦର ବୃଦ୍ଧି ପ୍ରତିବାଦ, ରାସ୍ତାକୁ ଓହ୍ଲାଇଲା ବିଜେପି

ଭୁବନେଶ୍ୱର: ରାଜ୍ୟରେ ବିଜୁଳି ଦର ୨୦ ପଇସା ଵୃଦ୍ଧି ପ୍ରତିବାଦରେ ବିଜେପିର ପ୍ରତିବାଦ। ଭୁବନେଶ୍ୱର ସ୍ଥିତ ରାଜ୍ୟ  ବିଦ୍ୟୁତ ନିୟମାକ ଆୟୋଗ ସାମ୍ନାରେ ପ୍ରରିବାଦ କରିଛି  ଭୁବନେଶ୍ୱର ଜିଲ୍ଲା ବିଜେପି। ଭୁବନେଶ୍ୱର  ଜିଲ୍ଲା ବିଜେପି ସଭାପତି ବାବୁ ସିଂ ଅଭିଯୋଗ କରିଛନ୍ତି ଯେ, କୋଭିଡ ଦମୟରେ…

ପୂର୍ବତନ ମନ୍ତ୍ରୀ ମତଲୁବ ଅଲ୍ଲିଙ୍କ ପରଲୋକ

ଭୁବନେଶ୍ୱର: ପୂର୍ବତନ ମନ୍ତ୍ରୀ ତଥା ବରିଷ୍ଠ କଂଗ୍ରେସ ନେତା ଶେଖ୍ ମତଲୁବ ଅଲ୍ଲୀଙ୍କ ପରଲୋକ । ଭୁବନେଶ୍ୱରର ଏକ ଘରୋଇ ହସ୍ପିଟାଲରେ ୭୮ ବର୍ଷ ବୟସରେ ତାଙ୍କର ପରଲୋକ ହୋଇଛି । ଏନେଇ ତାଙ୍କ ପୁଅ ମାସୁଦ ଅଲ୍ଲି ସୂଚନା ଦେଇଛନ୍ତି । ଗତ ୧୪ ତରିଖରେ ଅସୁସ୍ଥତା ଅନୁଭବ କରିବାକୁ ସେ ହସ୍ପିଟାଲରେ…

କୃଷି ବିଲ୍‌କୁ ନେଇ ବିରୋଧ, ରାତିରେ ସଂସଦ ପରିସରରେ ବିରୋଧୀଙ୍କ ଧାରଣା

ନୂଆଦିଲ୍ଲୀ: କୃଷି ବିଲ୍ ପାରିତ ହେବା ପରେ ମଧ୍ୟ ରାଜ୍ୟସଭାରେ ଜାରି ରହିଛି ବିରୋଧ । କଂଗ୍ରେସ ସାଂସଦମାନେ ରାତିରେ ସଂସଦ ବାହାରେ ଗାନ୍ଧି ମୂର୍ତ୍ତି ତଳେ ଧାରଣା ଦେଇଥିଲେ । ବିଲ୍‌ରେ ଦସ୍ତଖତ ନକରିବା ପାଇଁ ରାଷ୍ଟ୍ରପତିଙ୍କ ନିକଟକୁ ଅନୁରୋଧ କରିବାକୁ ଯିବା ବେଳେ ସୃଷ୍ଟି ହୋଇଥିଲା ଉତ୍ତେଜନା…

“ଏହା ଚାଷୀଙ୍କ ପାଇଁ ମୃତ୍ୟୁ ୱାରେଣ୍ଟ”: କଂଗ୍ରେସ

ନୂଆଦିଲ୍ଲୀ: କୃଷି କ୍ଷେତ୍ରରେ ଆସିଥିବା ନୂତନ ବିଲକୁ କୃଷକଙ୍କ ଆତ୍ମା ​​ଉପରେ ଏକ ଆକ୍ରମଣ ବୋଲି କହିଛନ୍ତି କଂଗ୍ରେସ ସାଂସଦ ପ୍ରତାପ ସିଂ ବାଜୱା । ସେ କହିଛନ୍ତି ତାଙ୍କ ଦଳ “କୃଷକମାନଙ୍କ ପାଇଁ ମୃତ୍ୟୁ ୱାରେଣ୍ଟ” ରେ ସ୍ୱାକ୍ଷର କରିବ ନାହିଁ। କଂଗ୍ରେସ ଦଳ ଏହି ବିଲ୍କୁ ପ୍ରତ୍ୟାଖ୍ୟାନ…

ବିଜେଡି ନେତାଙ୍କ ଘରେ ସିବିଆଇ ରେଡ୍‌, ଆରମ୍ଭ ହେଲା ରାଜନୀତି

ଭୁବନେଶ୍ୱର: ବିଜେଡି ନେତା ଦେବୀ ମିଶ୍ରଙ୍କ ଘରେ ସିବିଆଇ ରେଡ୍ ପ୍ରସଙ୍ଗରେ ଏବେ ରାଜନୀତି ଜୋର୍ ଧରିଛି । ସବୁ ରାଜନୈତି ଦଳଙ୍କ ମଧ୍ୟରେ ଆରମ୍ଭ ହୋଇଛି ତୁ ତୁ ମେଁ ମେଁ । କିଏ କାହାକୁ ଆଙ୍ଗୁଠି ଉଠାଉଛି ତ ଆଉ କିଏ କାହା ଉପରେ ଦୋଷ ଲଦୁଛି । ଏହି ପ୍ରସଙ୍ଗରେ ଆଜି କଂଗ୍ରେସ ନେତା ତାରା ପ୍ରସାଦ…