କିଏ ଜିତିବ, ଅକ୍ଷୟ କୁମାର ନା ବରୁନ ଧୱନ ?
ମୁମ୍ବାଇ: ଆଉ କିଛିଦିନ ପରେ ୫୩ବର୍ଷରେ ପାଦ ଦେବେ ବଲିଉଡ ଖିଲାଡି ଅକ୍ଷୟ କୁମାର । ଖାସ କରି ତାଙ୍କ ହରର୍ କମେଡି ଫିଲ୍ମ 'ଲକ୍ଷ୍ମୀ ବମ୍ବ'ର ରିଲିଜ ଡେଟ୍କୁ ଦର୍ଶକ ଚାହିଁବସିଛନ୍ତି । ତେବେ ଖବର ମିଳିଛି ଦୀପାବଳି ଅବସରରେ ନଭେମ୍ବର ୧୩'ରେ ଫିଲ୍ମଟି ଦର୍ଶକଙ୍କ ସାମ୍ନାକୁ ଆସିବ ।…