ଭାଷା ଭାଗବତ : ଜ୍ଞାନର ନବାୟନ
ପ୍ରଫୁଲ୍ଲ ତ୍ରିପାଠୀଙ୍କ ନିୟମିତ ବିଭାଗ ‘ଭାଷା ଭାଗବତ’
' ଏବେ ଏଠାରେ ' ମୂଳକଥା
ଏହା ହିଁ ଭାବନା ଓ ଚିଂତା
ଜୀବନ ଅନୁଭୂତି ସଂଚି
ସୁଖ, ଶାଂତିରେ ଥାଉଁ ବଂଚି
କାହିଁ ଅତୀତ, ଭବିଷ୍ଯତ ?
ସ୍ମୃତି ଓ କଳ୍ପନା ଆଶ୍ରିତ
ବାସ୍ତବତାରୁ ହୋଇ ଚ୍ୟୁତ
କରଂତି ଗର୍ବିତ, ଲଜ୍ଜିତ
ଏହି ସବୁ…