ଜରୁରୀକାଳୀନ ବ୍ୟବହାର ପାଇଁ ଦେଶରେ ଆଉ ଏକ ଟିକାକୁ ମିଳିପାରେ ମଞ୍ଜୁରୀ
ନୂଆଦିଲ୍ଲୀ: ଦେଶରେ ଅନ୍ୟ ଏକ କରୋନା ଟିକାକୁ ଜରୁରୀକାଳୀନ ବ୍ୟବହାର ପାଇଁ ଅନୁମୋଦନ ମିଳିପାରେ। ଜଣେ ସରକାରୀ ଅଧିକାରୀଙ୍କ କହିବାନୁସାରେ, ଦେଶରେ ରୁଷିଆ ଟିକା 'ସ୍ପୁଟନିକ୍ ଭି'ର ଟିକାକରଣର ଜରୁରୀକାଳୀନ ବ୍ୟବହାରକୁ ଅନୁମୋଦନ କରିବା ପାଇଁ SEC ଏକ ଗୁରୁତ୍ୱପୂର୍ଣ୍ଣ ବୈଠକ କରିବାକୁ…